ଓଡିଶା ଆଦର୍ଶ ବିଦ୍ୟାଳୟରେ ରାଜ୍ୟ ଉପଦେଷ୍ଟା ଓ ପକଳ୍ପ ନିର୍ଦ୍ଦେଶକଙ୍କ ସମୀକ୍ଷା
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟା ଡ.ବିଜୟ କୁମାର ସାହୁ ଏବଂ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା ଓଡ଼ଗାଁ ଗସ୍ତରେ ଆସି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓଡ଼ଗାଁର ଭିତିଭୁମି ଓ ଶୈକ୍ଷୀକ ବାତାବରଣ ସମନ୍ଧରେ ସମୀକ୍ଷା କରିଥିଲେ । ବିଦ୍ୟାଳୟର…