କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚକ୍କା ଜାମ।
କଳାହାଣ୍ଡି/ ତୁଳମଣି ନାଗ( ଶାସକ ପ୍ରଶାସକ)-ଆଜି ଜାତୀୟ ରାଜପଥ୨୬ କୁଟୁରୁଖମାର ଛକ ଠାରେ ଅପରାହ୍ନ ୧୨ଘ. ଠାରୁ ୦୨ ଘ. ପର୍ଯ୍ୟନ୍ତ ସଂଯୁକ୍ତ କିଷାନ ମୋର୍ଚ୍ଚା ଦ୍ୱାରା ଏବଂ ରାଷ୍ଟ୍ରୀୟ କିଷାନ ମୋର୍ଚ୍ଚା ଓ ବହୁଜନ କ୍ରାନ୍ତି ମୋର୍ଚ୍ଚା ର ସମର୍ଥନ ରେ କେନ୍ଦ୍ର ସରକାର ଦ୍ୱାରା ଅଣା ଯାଇଥିବା…