ଅଫିସର ଓ ନେତାଙ୍କ ଭିତରେ ମ୍ୟାଚ : ବାଜି ମାରିନେଲେ ନେତା
ନୟାଗଡ଼ (ବିଶ୍ୱଜିତ ନାୟକ): ପ୍ରଶାସନ ଏକାଦଶ ଓ ଲୋକ ପ୍ରତିନିଧି ଏକାଦଶଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର କ୍ରିକେଟ୍ ମ୍ୟାଚ ଖେଳ ସମ୍ପନ୍ନ ହୋଇଛି । ଏହି କ୍ରିକେଟ୍ ମ୍ୟାଚରେ ଲୋକ ପ୍ରତିନିଧିର ଅଧିନାୟକ କାର୍ଯ୍ୟ ତୁଲାଇଥିଲେ ରାଜ୍ୟ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ ଅରୁଣ କୁମାର ସାହୁ ଏବଂ ଟସ…