ଏମଭିଆଇ ଚେକିଂ। ଚାରି ଲକ୍ଷ ଟଙ୍କା ଜୋରିମାନା ଆଦାୟ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଏସପି ଓ ଜିଲ୍ଲାପାଳଙ୍କ ଆଦେଶ ଅନୁଯାୟୀ ଝାରସୁଗୁଡ଼ା ଆରଟିଓ ଆଜି ବଡ଼ମାଲଠାରେ ବିଜୁ ଏକ୍ସପ୍ରେସ୍ ୱେ ଉପରେ ଟ୍ରକମାନଙ୍କ ଦ୍ବାରା ବେନିୟମ ପାର୍କିଂ ଉପରେ ଅଙ୍କୁଶ ଲଗାଇବା ପାଇଁ ପଦକ୍ଷେପ ନେଇଥିଲେ। ବଡ଼ମାଲ ଆଇଆଇସି ଏବଂ ଅନ୍ୟାନ୍ୟ ପୋଲିସ…