“ନବୀନ-ମୋଦି (ନମୋ) ମିଳିମିିଶି, ଓଡିଶାକୁ ନେଲେ ଶୋଷି : କଂଗ୍ରେସ
୬ ବର୍ଷରେ ୭୨ ହଜାର କୋଟିର ହକ୍ ହରାଇଲା ଓଡିଶା: କୈଫତ୍ ମାଗିଲା କଂଗ୍ରେସ
ଭୁବନେଶ୍ୱର – ୨୦୧୪ ମସିହାରୁ କେନ୍ଦ୍ରର ଶାସନ ଦାୟିତ୍ୱ ବିଜେପି ହାତକୁ ଯିବା ପରଠାରୁ ଓଡିଶାରେ ‘ନମୋ’ ଅର୍ଥାତ୍ ନବୀନ - ମୋଦିଙ୍କ ଅଘୋଷିତ ମେଂଟ ସରକାର ରାଜ୍ୟ ରାଜକୋଷକୁ ୭୨ ହଜାର କୋଟିର କ୍ଷତି ପହଂଚାଇଥିବାର…