ଗୋଟିଏ ଦିନ ରେ ଦୁଇଥର ଆକ୍ରମଣ, ସ୍ବାମୀ ସ୍ତ୍ରୀ ଦୁହେଁ ଗୁରୁତର।

ଟିଟିଲାଗଡ (ଗୋରବ ଦର୍ଜୀ)-ବଲାଙ୍ଗୀର ଜିଲ୍ଲା ର  ବାଞ୍ଜିପଦର୍ ପଞ୍ଚାୟତ  ଟିଟିଲାଗଡ଼ ଥାନା ଅନ୍ତର୍ଗତ ମାଲିଝର ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ସଙ୍ଘବଦ୍ଧ ଭାବେ ଗୁରୁତର ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି  । ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଦେବସିଙ୍ଗ ମାଝୀ (୫୫) କୌଣସି କାମ ପାଇଁ…

ଲୋୟର ସୁକତେଲ ପ୍ରକଳ୍ପ କାମକୁ ବିରୋଧ

ବଲାଙ୍ଗୀର/ନିରୋଜ ମିଶ୍ର - ବଲାଙ୍ଗୀର ର ଜୀବନରେଖା କହୁଥିବା ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟ ଦୁଇ ବର୍ଷ ହେବ ବନ୍ଦ ରହିଛି । ପ୍ରକଳ୍ପ କାମକୁ ଆରମ୍ଭ କରିବା ପାଇଁ ଆସିଥିବା ହାଇଲେଭେଲ୍ କମିଟି କୁ ବିସ୍ଥାପିତ ମାନେ ବିରୋଧ କରିଛନ୍ତି । ୧୧ ଦଫା ସମ୍ବଳିତ ଦାବି କୁ ନେଇ ପ୍ରକଳ୍ପ କାର୍ଯ୍ୟ…

ସମାଜସେବୀ କିଶୋର ଛତରଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର।

ସମ୍ବଲପୁର (ରମାକାନ୍ତ ବିଶ୍ବାଳ) - ସମ୍ବଲପୁର ଧନକଉଡା ବ୍ଲକ ଅନ୍ତର୍ଗତ ଷଣ୍ଢlସିଙ୍ଗା ଗ୍ରାମର କିଶୋର ଛତର ଙ୍କୁ ଆଜି ଜଙ୍ଗଳ ଓ ପରିବେଶ ବିଭାଗ,ଓଡିଶା ସରକାରଙ୍କ ପକ୍ଷରୁ,  ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରୋତ୍ସାହନ ସ୍ୱରୂପ 10,000 ଦଶ ହଜାର…

ନୂତନ କୃଷିବିଲ ବିରୋଧରେ ରାଜରାସ୍ତାରେ ଅନ୍ନଦାତା

ବରଗଡ :- ନୂତନ କୃଷି ବିଲକୁ ନେଇ ସାରାଦେଶର ଚାଷୀ ଆଜି ରାଜରାସ୍ତାରେ ବିରୋଧ ପ୍ରଦର୍ଶନ କରି ତୀବ୍ର ସ୍ବର ଉତ୍ତଳନ କରୁଛନ୍ତି । ଆଜି  ଅଖିଳ ଭାରତୀୟ କିଶାନ ସଂଘର୍ଷ ସମନ୍ବୟ ସମିତିର ଆହ୍ବାନରେ ଦେଶବ୍ୟାପୀ ଆନ୍ଦୋଳନ ଜାରି ରାଜିଛି ।  ବରଗଡ଼ ଜିଲାର ବିଭିନ୍ନ ସ୍ଥାବରେ କୃଷି ବିଲ ବିରୋଧ ରେ…

ଦଳ ବିରୋଧୀ କାର୍ଯ୍ୟ ପାଇଁ ଜୀବନ ନିଲମ୍ବିତ 

ଭୁବନେଶ୍ୱର (ଶାସକ ପ୍ରଶାସକ): ବାଲେଶ୍ୱର ସଦର ବିଧାନସଭା ଉପ ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟକ୍ରମ କରିଥିବା ଅଭିଯୋଗରେ ବିଜେଡିରୁ ନିଲମ୍ବିତ ଯୋଇଛନ୍ତି  ପୂର୍ବତନ ବିଧାୟକ ଶ୍ରୀ ଜୀବନ ପ୍ରଦୀପ ଦାଶ |  ବିଜୁ ଜନତା ଦଳ ସଭାପତି  ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଦଳ ବିରୋଧୀ…

“ଗିରଫଦାରୀ ଭୟରେ ଜଙ୍ଗଲରେ ଲୁଚିଥିବା ଗ୍ରାମବାସୀଙ୍କୁ ଫେରାଇ ଆଣୁ ପ୍ରଶାସନ” 

ଅପ୍ରୀତିକର ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ଦାରିଙ୍ଗବାଡ଼ି ବ୍ଲକ ଅଧକ୍ଷା ରୁଦା ମଲିକ ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ):କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଗତ କୁମାରପୁର୍ଣିମା ଦିନ ପୁଲିସ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଘଟି ଥିବା ଅପ୍ରୀତିକର ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି…

ଏନଏଲସି କମ୍ପାନୀର ତଲାବିରା-୨ କୋଇଲା ଖଣିକୁ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀଙ୍କ ପରିଦର୍ଶନ

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)- ଗତ ୦୨ତାରିଖ ଦିନ ତଲାବିରା ଗ୍ରାମବାସୀ  ମାନଙ୍କ ପକ୍ଷରୁ ଦିଆଯାଇଥିବା ପ୍ରଦୁଷଣ ସମନ୍ଧିୟ ଅଭିଯୋଗ ଆଧାରରେ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ, ସମ୍ବଲପୁର ର ଆଞ୍ଚଳିକ ଅଧିକାରୀ  ରମେଶ କୁମାର ଏକ୍କା ବିଭାଗୀୟ ଅଧିକାରୀ ମାନଙ୍କ ସହିତ NLC କମ୍ପାନୀର…

ଶେଷରେ ହାରିଗଲେ ଜଣାଶୁଣା କଣ୍ଠଶିଳ୍ପୀ ଭିକାରୀ ମହମ୍ମଦ

ନୟାଗଡ  (ବିଶ୍ୱଜିତ ନାୟକ) : ନୟାଗଡ ମାଟିର ଜଣେ ସୁଯୋଗ୍ୟ ସନ୍ତାନ ଆଖି ବୁଜିଦେଲେ | ଗୋଟାଏ ମିଠା ସ୍ୱର ହଜିଗଲା | ମୃତ୍ୟୁ ସହିତ ଲଢେଇ କରି କରି ଶେଷରେ ଆଖି ବୁଜିଦେଲେ ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ  ଓଡ଼ିଶାର ଅନ୍ୟତମ ସାଲବେଗ ଭିକାରି ମହମ୍ମଦ l କଟକ ବଡ଼ ମେଡିକାଲରେ କିଛି ଦିନ ଧରି…

କରୋନା ଲଢେଇରେ ହାରିଗଲେ ଯୁବ ସାମ୍ବାଦିକ ପ୍ରବୀର 

ଭୁବନେଶ୍ୱର: ସମଗ୍ର ବିଶ୍ୱରେ କରୋନା ଆତଙ୍କ ଜାରି ରହିଥିବା ବେଳେ ଓଡିଶା ଗଣମାଧ୍ୟମ ଜଗତ ପାଇଁ କରୋନା ଆଣିଦେଇଛି ଦୁଖଦ ଖବର । କାରନାରେ ଆଖି ବୁଜିଛନ୍ତି ଉଦୀୟମାନ ଯୁବ ସାମ୍ବାଦିକ ପ୍ରବୀର କୁମାର ପ୍ରଧାନ । ତାଙ୍କୁ ମାତ୍ର ୩୫ ବର୍ଷ ବୟସ ହୋଇଥିଲା | ଛାପା ଗଣମାଧ୍ୟମରେ ସଂକ୍ଷିପ୍ତ ସମୟର…

ଅର୍ଣ୍ଣବ ଗିରଫଦାରୀକୁ ନେଇ ଟୁଇଟ କଲେ “ସୁପର୍ନୋ”

 ଓଡ଼ିଶାରେ ଅର୍ଣ୍ଣବଙ୍କ ସମର୍ଥନରେ ସ୍ୱର ଖୁସିର କଥା, ହେଲେ ବିକାଶଙ୍କ ଗିରଫଦାରୀ ବେଳେ ଏତେ ମଜଭୁତ ସ୍ୱର ନଥିଲା   ଭୁବନେଶ୍ୱର : ସମ୍ପ୍ରତି ଏକ ଆତ୍ମହତ୍ୟା ମାମଲାରେ ଅନ୍ୟତମ ଅଭିଯୁକ୍ତ ତଥା ରିପବ୍ଲିକ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫଦାରୀକୁ ନେଇ ଦେଶ ବ୍ୟାପି ଭିନ୍ନମତ…