କେବେ ସ୍ବାଭାବିକ ହେବ ଟ୍ରେନ୍ ସେବା , ସମ୍ବଲପୁରରୁ ଭୁବନେଶ୍ୱର କୁ ସିଧାସଳଖ ଟ୍ରେନ ସେବା ଦାବି ତେଜିଲା ।
http://www.youtube.com/watch?v=5a__QyJkrRo
ସମ୍ବଲପୁରରୁ ରମାକାନ୍ତ ବିଶ୍ୱାଳଙ୍କ ରିପୋର୍ଟ : ମହାମାରୀ କରୋନା ପରିସ୍ଥିତି ଧିରେ ଧିରେ ନିଅନ୍ତ୍ରଣକୁ ଆସୁଥିବା ବେଳେ ସବୁ ଖୋଲିଲାଣି ତେବେ ଟ୍ରେନ୍ ଚଳାଚଳ ସ୍ୱଭାବିକ କୁ ରୋକିଛି କିଏ ? । ଏପ୍ରଶ୍ନ ପଚାରୁଛନ୍ତି ସମ୍ବଲପୁର…