ସମ୍ବଲପୁର ଲୋକସଭା ସାଂସଦ ନିତିଶ ଗଙ୍ଗଦେବଙ୍କୁ ତଲାବିରାରେ କାର୍ଯ୍ୟରତ ଏନଏଲସି ଏବଂ ଆଦାନି କମ୍ପାନୀର ଦାଦାଗିରି…

     http://www.youtube.com/watch?v=AcXSOiFpOfE  ସମ୍ବଲପୁର (ରମାକାନ୍ତ ବିଶ୍ବାଳ)  - ଗୁରୁବାର ରେଙ୍ଗାଲି ବିଧାୟକ ଶ୍ରୀ ନାଉରୀ ଚନ୍ଦ୍ର ନାୟକ ଙ୍କ ନେତୃତ୍ବରେ ଖିଣ୍ତା ସରପଞ୍ଛ ଶ୍ରୀମତୀ ନୀଳାବତି ଓରାମ ଙ୍କ ସମେତ କର୍ମଜୀବୀ ଏକତା ସଂଗଠନ, ତଲାବିରା ଗ୍ରାମ୍ୟ କମିଟୀ, ତଲାବିରା…

ବିଶ୍ୱ ନିମୋନିଆ ଦିବସ : ଲକ୍ଷ୍ୟଣ ଜାଣିଲେ ନିମୋନିଆକୁ ଦମନ କରିବା ସମ୍ଭବ ।

  ସମ୍ବଲପୁର-(ରମାକାନ୍ତ ବିଶ୍ବାଳ)-  ନିମୋନିଆ ଏକ  ଗୁରୁତର ରୋଗ ଓ ସାରା ବିଶ୍ୱରେ ୫ ବର୍ଷର କମ ବୟସର ଶିଶୁଙ୍କ ମୃତ୍ୟୁର ପ୍ରମୂଖ କାରଣ ହୋଇଥିବାରୁ ଶିଶୁଙ୍କ ଜୀବନକୁ ସୁଖମୟ କରିବାକୁ ନିମୋନିଆକୁ ଦମନ କରିବାକୁ ହେବ।        ଆଜି ବିଶ୍ୱ ନିମୋନିଆ ଦିବସରେ ସହରାଞ୍ଚଳ ଭ୍ରାମ୍ୟମାଣ…

ବୌଦ୍ଧିକ ଆଲୋଚନା ଦ୍ଵାରା ହିଁ ଶିକ୍ଷା କ୍ଷେତ୍ରରେ ନୂତନ ପରିକଳ୍ପନା ସମ୍ଭବ

(ଜାତୀୟ ଶିକ୍ଷା ଦିବସ ଅବସରରେ ସୋସାଇଟି ଚେଞ୍ଜରସ ପକ୍ଷରୁ  ୱେବିନାର ଆୟୋଜିତ) କଟକ : ଦେଶର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଅବଦୁଲ କଲାମ ଆଜାଦ ଙ୍କ ଜନ୍ମ ଜୟନ୍ତୀ ଅବସରରେ ସୋସାଇଟି ଚେଞ୍ଜରସ ତରଫରୁ ଏକ ଆଲୋଚନା ଚକ୍ର ସଂଗଠନର ସଭାପତି ସାରଦା ପ୍ରସାଦ ଦାସ ଙ୍କ ସଭାପତିତ୍ବରେ ଭର୍ଚ୍ୟୁଆଲ…

ମଦନମୋହନ ପଣ୍ଡାଙ୍କ ୧୩ତମ ଶ୍ରାଦ୍ଧୋତ୍ସବରେ ରାଜ୍ୟସ୍ତରୀୟ ସାରସ୍ବତ ସମାରୋହ

ବୁଗୁଡା : - ଗଞ୍ଜାମ ଜିଲ୍ଲା ବୁଗୁଡା ସହରର ଧର୍ମ ପରାୟଣ ବ୍ୟକ୍ତିତ୍ବ ମଦନମୋହନ ପଣ୍ଡାଙ୍କ ୧୩ତମ ଶ୍ରାଦ୍ଧୋତ୍ସବରେ ରାଜ୍ୟସ୍ତରୀୟ ସାରସ୍ବତ ସମାରୋହ ନିକଟସ୍ଥ ନିକୁଞ୍ଜ ମୋହନ କ୍ଳବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍ବର୍ଗତ ପଣ୍ଡାଙ୍କ ପୁତ୍ର ସାହିତ୍ୟିକ ତ୍ରିଲୋଚନ ପଣ୍ଡାଙ୍କ…

ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘର ବୈଠକ

 ପୋଲସରା : ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘର ଏକ ବୈଠକ ପୋଲସରା ଲୁଣିଘାଟି ଶିବ ମନ୍ଦିର ପରିସରରେ ନଭେମ୍ବର ୮ ତାରିଖ ଦିନ ସଂଗଠନର ସଭାପତି ପ୍ରମୋଦ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମଧ୍ୟାହ୍ନ ଭୋଜନ ରୋଷେଇ କରୁଥିବା ପାଚିକା ଓ ସହାୟିକା ଙ୍କ ବିଭିନ୍ନ…

ବିଜୁ ଏକ୍ସପ୍ରେସ ୱେ ନିର୍ମାଣର ଅଗ୍ରଗତି ସଂପର୍କ ଆଲୋଚନା

ବରଗଡ :- ରାଜ୍ୟ ସରକାରଙ୍କର ପଶ୍ଚିମ ଓଡିଶା ବାସୀଙ୍କ ପାଇଁ ସବୁଠାରୁ ବଡ଼ ଉପହାର ବିଜୁ ଏକ୍ସପ୍ରେସ ୱେ । ଏହି ମହତ୍ୱକାଂକ୍ଷୀ ପ୍ରକଳ୍ପର ନିର୍ମାଣ ସରିବା ପରେ ଏହି  ଅଂଚଳର ନିଶ୍ଚିତ ଭାବରେ ଦ୍ରୁତ ବିକାଶ ହେବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । କିନ୍ତୁ ଦୁଃଖର ବିଷୟ ଯେ ଅଧିକାରୀ…

ପ୍ରଧାନମନ୍ତ୍ରୀଙ୍କର ୨.୬୫ ଲକ୍ଷ କୋଟିର ପ୍ୟାକେଜ ସମାଜର ସବୁ ବର୍ଗର ଲୋକଙ୍କ ପାଇଁ ଦୀପାବଳି ଉପହାର –…

ଆତ୍ମନିର୍ଭର ଭାରତ ୩.୦ ଘୋଷଣାକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ • ଇସ୍ପାତ କ୍ଷେତ୍ର ସହ ୧୦ଟି ମହତ୍ୱପୂର୍ଣ୍ଣ କ୍ଷେତ୍ରକୁ ୧.୪୬ ଲକ୍ଷ କୋଟିର ପିଏଲଆଇ ଘରୋଇ ବଜାରକୁ ନୂଆ ଉତ୍ସାହ ଦେବ •…

ମହଙ୍ଗା ପଡ଼ିଲା ଜୀବିତକୁ ମୃତ ପ୍ରମାଣିତ କରିବା: ଅଧିକାରୀ ନେଲେ ନାମ

 ମାନବାଧିକାର କମିଶନଙ୍କର ନିର୍ଦ୍ଦେଶ : ତଦନ୍ତକାରୀ ଅଧିକାରୀ ଗଣିବେ ୫ ଲକ୍ଷ ତଣ୍ଡ ବରଗଡ :- ବରଗଡ ଜିଲ୍ଲା ପାଇକମାଳ ଥାନା ଭୁଲିଆବନ୍ଦ ମନରଂଜନ ଡନସନା ତାଙ୍କର ପୁଅ ଜିତୁ ଡନସନା ଗତ ୦7/12/2016ରୁ ପଦ୍ମପୁର ଅଞ୍ଚଳ କଲେଜ କୁ ଯାଇ ନିଖୋଜ ହୋଇଯାଇଥିବା ଅଭିଯୋଗ 25 /12/2016 ଦିନ ତତ୍କାଳୀନ…

ବହୁଦିନର ସ୍ୱପ୍ନ ପୂରଣ ଦିଗରେ ଜୋରରେ ପ୍ରୟାସ : ଅଙ୍ଗନଦୀରେ ପୋଲ ପାଇଁ ସର୍ବେକ୍ଷଣ ଦଳ

ବରଗଡ:-ଅନେକ ସଂଗ୍ରାମ ଅନେକ କସରତ ସାଙ୍ଗକୁ ବାରମ୍ବାର ଅନଶନ ଧର୍ମଘଟ ଶେଷ ରେ ନିକଟସ୍ଥ ଛତିଶଗଡ଼ ରାଜ୍ୟ ରେ ମିଶିବାଭଳି ପ୍ରୟାସ ରେ ଲାଗି ପଡିଥିବା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ବ୍ଲକ ଅଧିନସ୍ଥ ଚର୍ଦାପାଲି ଗ୍ରାମ ପଞ୍ଚାୟତ ଓ ସ୍ୱର୍ଗତ ବିଜୁବାବୁଙ୍କ ଘନିଷ୍ଠ ବନ୍ଧୁ ଘର ବୋଲାଉଥିବା…