ତିନିଦିନ ପରେ ବି ପୋଲିସ ହାତ ଖାଲି 

ବଲାଙ୍ଗିର(ନିରୋଜ ମିଶ୍ର) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ଗଣହତ୍ୟା ଘଟଣାକୁ ତିନିଦିନ ଟପିଗଲାଣି |  କିନ୍ତୁ ହତ୍ୟାକାରୀ ସମ୍ପର୍କରେ କୌଣସି ସୁରାକ କି ଟେର ବି ପାଇ ପାରୁନି ପୋଲିସ । ପୋଲିସର ହାତ ଖାଲି |  ସନ୍ଦେହରେ କେବଳ ଦୁଇଜଣ ବ୍ୟକ୍ତିଙ୍କୁ ପାଟଣାଗଡ଼ ଥାନାରେ ଅଟକ ରଖି ପଚରାଉଚରା…

ଆଜି ଭାରତ ଆତଙ୍କବାଦୀଙ୍କୁ ସେମାନଙ୍କ ଘରେ ମାରୁଛି : ଆମର ପରୀକ୍ଷା ନେଲେ, ଦୃଢ଼ ଜବାବ ମିଳିବ

ସେନା ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ଯବାନଙ୍କ ସହିତ ନରହିଲେ ମୋର ଦୀପାବଳି ସମ୍ପୂର୍ଣ୍ଣ ହୁଏ ନାହିଁ : ଲୋଙ୍ଗେୱାଲା ପୋଷ୍ଟରେ କହିଲେ ପ୍ରଧାନମନ୍ତ୍ରୀ ‘ବିସ୍ତାରବାଦ ବିରୋଧରେ ଭାରତ ଦୃଢ଼ ପ୍ରତିରୋଧକାରୀ ଭାବେ ଛିଡ଼ା ହୋଇଛି’   ନୂଆଦିଲ୍ଲୀ (ଶାସକ ପ୍ରଶାସକ): ସେନାବାହିନୀ…

ଘଟଗାଁ:  ଓଡିଶା ମୋ ପରିବାର-ଜୀବନ ବିନ୍ଦୁ ଆନୁକୂଲ୍ୟରେ ରକ୍ତଦାନ ଶିବିର 

ଘଟଗାଁ (ଶାସକ ପ୍ରଶାସକ): ଘଟଗାଁ ସ୍ଥିତ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟ ପରିସରରେ ଓଡିଶା ମୋ ପରିବାର-ଜୀବନବିନ୍ଦୁ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି ଶିବିରକୁ ବିଜେଡି ଯୁବନେତା ତଥା ଘସିପୁରା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ପାତ୍ର(ଟୁଟୁ) ଓ ବିଜେଡି ବ୍ଲକ…

ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ଦେଲେ ପ୍ଲାଜମା

ଭୁବନେଶ୍ୱର : କୋଭିଡ ରୋଗୀଙ୍କ ସେବା ଉଦ୍ଦେଶ୍ୟରେ ଆଜି ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ  ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ପ୍ଲାଜମା ଦାନ କରିଛନ୍ତି | 

ନଡ୍ଡାଙ୍କ ନୂଆ ପ୍ରଭାରୀ ଟିମ ଘୋଷିତ,  ଓଡିଶା ପାଇଁ ପ୍ରଭାରୀ ନିଯୁକ୍ତ ହେଲେ ପୁରନ୍ଦେଶ୍ୱରୀ, 

ଆସାମ- ଦିଲ୍ଲୀର ପ୍ରଭାରୀ ହେଲେ ବୈଜୟନ୍ତ , ସମ୍ବିତଙ୍କୁ ମଣିପୁର ପ୍ରଭାରୀ ଦାୟିତ୍ୱ   ଭୁବନେଶ୍ୱର(ଶାସକ ପ୍ରଶାସକ)  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ବିଭିନ୍ନ ରାଜ୍ୟ କେନ୍ଦ୍ର ଶାସିତ ଅଂଚଳ ପାଇଁ ପ୍ରଭାରୀ ଓ ସହ ପ୍ରଭାରୀ ନିଯୁକ୍ତ କରିଛନ୍ତି | ଓଡିଶା ପ୍ରଭାରୀ ଭାବେ ଡ଼ି.…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁବେଳେ ଓଡ଼ିଆଙ୍କ ସାଥୀରେ – ଧର୍ମେନ୍ଦ୍ର

• ଅମ୍ଫନ ବାତ୍ୟା ପାଇଁ ଓଡ଼ିଶାକୁ ଅତିରିକ୍ତ ୧୨୮.୨୩ କୋଟିର କେନ୍ଦ୍ରୀୟ ସହାୟତା • ଛଅଟି ରାଜ୍ୟ ପାଇଁ  ୪୩୮୧.୮୮ କୋଟି ଟଙ୍କାର ଅତିରିକ୍ତ କେନ୍ଦ୍ରୀୟ ସହାୟତା  • ଅତିରିକ୍ତ ୧୨୮.୨୩ କୋଟିର ସହାୟତା ଓଡିଶାକୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବାରେ ସହାୟକ ହେବ • ଅମ୍ଫନ ବାତ୍ୟା…

ମେଲଛାମୁଣ୍ଡା ଲାୟନ୍ସ କ୍ଳବର ଶପଥ ଗ୍ରହଣ ଉତ୍ସବ

ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡାରେ ନୂତନ ଭାବେ ଗଠିତ ହୋଇଥିବା ଲାୟନ୍ସ କ୍ଳବର ଉଦଘାଟନ ଓ ଶପଥ ଗ୍ରହଣ ସମାରୋହ ଗୁରୁବାର ସଂଧ୍ୟାରେ ମେଲଛାମୁଣ୍ଡାସ୍ଥିତ ମହାବିଦ୍ୟାଳୟ ପରିସରରେ ପଦ୍ମପୁର ଲାୟନ୍ସ କ୍ଳବ ସଭାପତି ସନ୍ତୋଷିନୀ ରଥଙ୍କ ଅଧ୍ୟକ୍ଷତାରେ ଏବଂ ଦ୍ୱାଦଶ ପ୍ରଧାନଙ୍କ ସଂଯୋଜନାରେ…

କରୋନା ସମୟରେ କୃଷି ହିଁ ଆମ ଅର୍ଥନୀତି ପାଇଁ ବଡ ଆଶା – ମୁଖ୍ୟମନ୍ତ୍ରୀ

http://www.youtube.com/watch?v=VACjYbOKFnU  କୃଷି ବିଭାଗରେ ୫-ଟି କାର୍ଯ୍ୟକ୍ରମ: ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କୃଷକ ଓଡିଶା ଓ ବିଭିନ୍ନ ଅନ୍‌ଲାଇନ ସେବାର ଶୁଭାରମ୍ଭ ରାଜ୍ୟର ୭୬ ଲକ୍ଷ ଚାଷୀ ‘କୃଷକ ଡାଟାବେସ୍‌’ର ଅନ୍ତର୍ଭୁକ୍ତ  ଭୁବନେଶ୍ୱର(ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ…

 ଜିଲ୍ଲାରେ କାର୍ଯ୍ୟରତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନଙ୍କ ମୌଳିକ ସମସ୍ୟା ନେଇ ପ୍ରେସ ୟୁନିୟନ ରାୟଗଡ ପକ୍ଷରୁ…

ରାୟଗଡ(ସରୋଜ ସାହୁ) :  ଆଜି ପ୍ରେସ ୟୁନିୟନ ରାୟଗଡର ସଭାପତି ଦୟାନନ୍ଦ ଖାଡଙ୍ଗାଙ୍କ ନେତୃତ୍ୱରେ  ଜିଲ୍ଲାରେ କାର୍ଯ୍ୟରତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନଙ୍କ ବିଭିନ୍ନ ମୌଳିକ ସମସ୍ୟା ନେଇ ଏକ ସ୍ମାରକପତ୍ର ରାୟଗଡ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ…

୪ ଗୋଟି ବାଣିଜ୍ୟିକ କୋର୍ଟ ପ୍ରତିଷ୍ଠା କରାଯିବ

ଭୁବନେଶ୍ୱର(ଶାସକ ପ୍ରଶାସକ):  ରାଜ୍ୟରେ ୪ ଗୋଟି ବାଣିଜ୍ୟିକ କୋର୍ଟ ପ୍ରତିଷ୍ଠା କରାଯିବ । ବାଣିଜ୍ୟିକ ମାମଲାଗୁଡିକର ବିଚାର ନିମନ୍ତେ ଏ ଭଳି କୋର୍ଟ ପ୍ରତିଷ୍ଠା କରାଯାଉଛି । ଓଡିଶା ସିଭିଲକୋର୍ଟ ଅଧିନିୟମ ୧୯୮୪ର ଧାରା ୩ ଏବଂ ଧାରା ୯ ର ଉପଧାରା (୧)ର କ୍ଷମତା ପ୍ରୟୋଗକରି ଧାରା ୧୦ ଓ…