ଲୋକାର୍ପଣ ହେଲା କବି ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ କବିତା ସଙ୍କଳନ “ଶିଖା ଓ ସଳିତା”
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ସରକାରୀ ପୌର ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ଦିନ କବି ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ଚତୁର୍ଥ ଅର୍ଘ କବିତା ସଙ୍କଳନ "ଶିଖା ଓ ସଳିତା" ଲୋକାର୍ପଣ ହୋଇଯାଇଛି।
ଏହି…