ଗାଁ ମୁହାଁ ହାତୀପଲ
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ -: ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଅନ୍ତର୍ଗତ ବଡବାହାଲ ବନାଞ୍ଚଳର ହାତୀବାହାଲ ଛକ ଠାରୁ ଆଜି ସକାଳେ ଗାଁ ଭିତରକୁ ହାତୀପଲ ଯାଉଥିବା ସମୟରେ ଲୋକେ ଘଉଡାଇ ଦେଇଥିଲେ। ଯାହାଫଳରେ ହାତୀପଲରେ ଥିବା ୭ଟି ହାତୀ ପାଖରେ ଥିବା ବଡକୁଡା…