ପ୍ରସିଦ୍ଧ ମହାଶିବରାତ୍ରି ମେଳା ଉପରେ ଲାଗିଲା ଅଙ୍କୁଶ
ଚଳିତ ବର୍ଷ ମେଳାକୁ ବାରଣ କଳା ପ୍ରଶାସନ।
ଟିଟିଲାଗଡ, (ଗୌରବ ଦର୍ଜୀ )-ମହାମାରୀ କରୋନା କୁ ଆଖି ଆଗରେ ରଖି ଆଜି ଟିଟିଲାଗଡ ପ୍ରଶାସନ ଦାଧି ବାମନ ଟ୍ରଷ୍ଟ , ବ୍ରାହ୍ମଣ ସମାଜ, ଆଇନଜୀବି , ସ୍ୱେଚ୍ଛ ସେବୀ, ଗଣମାଧ୍ୟମ ପ୍ରତିନିଧି, ଏବଂ ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତି ବିଶେଷ କୁ ନେଇ…