ମାଁ ମାଣିକେଶ୍ୱରୀ ମନ୍ଦିର ନିର୍ମାଣ ଭୂମି ପୂଜନ ଅନୁଷ୍ଠିତ ।
କଳାହାଣ୍ଡି/ତୁଳମଣି ନାଗ(ଶାସକ ପ୍ରଶାସକ): ଆଦୀପିଠ ଶକ୍ତି ପିଠ କଳାହାଣ୍ଡି ର ଅଧିଷ୍ଠାତ୍ରୀ ଦେବୀ ମାଁମା ଣିକେଶ୍ଵରୀଙ୍କ ଥୁଆମୂଳ ରାମପୁର ଠାରେ ନୂତନ ଭବ୍ୟ ମନ୍ଦିର ନିର୍ମାଣ ନିମନ୍ତେ ଗତ ୨୨ ତାରିଖ ସୋମବାର ଦିନ ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ବିରବାଦ୍ୟ ଘୁମୁରା ରେ…