ଦନ୍ତା ହାତୀ ଆକ୍ରମଣରେ ମା ଓ ପୁଅଙ୍କ ମୃତ୍ୟୁ -ଗୁରୁତର ବାପା ଡାକ୍ତରଖାନାରେ ଭର୍ତ୍ତି।
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ଦନ୍ତା ହାତୀ ଆକ୍ରମଣରେ ମାଁ ଏବଂ ପୁଅଙ୍କ ଘଟଣା ସ୍ଥଳରେ ମୃତ୍ଯୁ।ସମ୍ବଲପୁର ଜିଲ୍ଲାର ଜମକିରା ଫରେଷ୍ଟ ରେଂଜ ଅନ୍ତର୍ଗତ ମହଦା ପଞ୍ଚାୟତର ଆଖାଡାଦାଣ୍ଡ ଗାଁ ନିକଟରେ ଘଟିଛି ଏହି ଅଭାବୀୟ ଘଟଣା। ଗୁରୁତର ଅବସ୍ଥାରେ ବାପାଙ୍କୁ ଡାକ୍ତରଖାନାରରେ ଭର୍ତ୍ତି …