ବାଲିପାଟଣା ଗ୍ରନ୍ଥ।ଗାରର କର୍ମଚାରୀ ରତ୍ନାକର ନାୟକଙ୍କର ଦେହାନ୍ତ
ଭୁବନେଶ୍ଵର(ଶାସକ ପ୍ରଶାସକ) – ଭୁବନେଶ୍ଵର ଜିଲ୍ଲା ସୂଚନା ଲୋକ ଓ ସମ୍ପର୍କ କାର୍ଯ୍ୟ।ଳୟ ଅଧିନସ୍ଥ ବାଲିପାଟଣା ସୂଚନା କେନ୍ଦ୍ର ଓ ପାଠାଗାରର ଚତୁର୍ଥ ଶ୍ରେଣୀ କର୍ମଚାରୀ ରତ୍ନାକର ନାୟକଙ୍କର ୧୮ ତାରିଖ ରାତିରେ ପରଲୋକ ଘଟିଯାଇଛି । ସେ କିଛିଦିନ ଧରି ଡାଇବେଟିସ ଓ ରକ୍ତହୀନତା ଆଦି ରୋଗରେ…