ବରଗଡ ଜିଲ୍ଲାପାଳଙ୍କ ଉପାନ୍ତ ଅଂଚଳ ଗସ୍ତ
ବରଗଡ :- ବରଗଡ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ରଞ୍ଜନ ପ୍ରଧାନ ଆଜି ସୀମାନ୍ତବର୍ତୀ ଚରଦାପାଲି ପଞ୍ଚାୟତ ର ବିଭିନ୍ନ ଗ୍ରାମ ପରିଦର୍ଶନ କରିଥିଲେ । ଜିଲ୍ଲାପାଳ ପ୍ରଥମେ ପଞ୍ଚାୟତ ର ଗୁଣ୍ଡିଚାଦିହି ଗ୍ରାମକୁ ପହଂଛି ସେଠାରେ ରାଜ୍ୟ ସରକାର ଙ୍କର ଦ୍ୱାରା କାର୍ଯକାରୀ କରାଯାଉଥିବା ବିଭିନ୍ନ ଯୋଜନା…