ଜିଲ୍ଲା ଓକିଲ ସଂଘ ନିର୍ବାଚନ:ସଭାପତି ପଦ ପାଇଁ ପ୍ରବୀର ଓ ଗିରେନ୍ଦ୍ରଙ୍କ ନାମାଙ୍କନ
ସମ୍ପାଦକ ପଦରେ ନିର୍ବାଚନକୁ ଓହ୍ଲାଇଛନ୍ତି ତିନି ପ୍ରାର୍ଥୀ
ବାରିପଦା / ଦିଲ୍ଲୀପ ମହାନ୍ତି :: ଜିଲ୍ଲା ଓକିଲ ସଂଘ, ବାରିପଦା ନିର୍ବାଚନକୁ ନେଇ ସରଗରମ ପରସ୍ଥିତି ଦେଖାଦେଇଛି। ସଭାପତି ପଦ ପାଇଁ ଦୁଇ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପୂର୍ବତନ ସଭାପତି ପ୍ରବୀର କୁମାର ବସା ପୁନର୍ବାର…