ବେଦାନ୍ତ ଦ୍ୱାରା ଝାରସୁଗୁଡ଼ାରେ ସପ୍ତାହବ୍ୟାପୀ ମଧୁମେହ ସବେତନତା ଅଭିଯାନ।

ଝାରସୁଗୁଡା:(ସୁଭାଷ ସହାରେ)  ଆଲୁମିନିୟମ ଏବଂ ମୂଲ୍ୟଯୁକ୍ତ ଉତ୍ପାଦର ଭାରତର ବୃହତ୍ତମ ଉତ୍ପାଦକ ବେଦାନ୍ତ ତରଫରୁ ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM) ସହଭାଗିତାରେ ଝାରସୁଗୁଡ଼ାରେ ଏକ ସପ୍ତାହ ବ୍ୟାପୀ ମଧୁମେହ ସଚେତନତା ଅଭିଯାନ କରାଯାଇଥିଲା। ବିଶ୍ୱ ମଧୁମେହ ଦିବସ ଠାରୁ ଆରମ୍ଭ କରି ଏହି ଅଭିଯାନ…

ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ପ୍ରଭାରୀ ଭାବରେ ରାଜକିଶୋର ଷଡ଼ଙ୍ଗୀ ନିଯୁକ୍ତ। 

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସର ପ୍ରଭାରୀ ଭାବରେ ରାଜକିଶୋର ଷଡ଼ଙ୍ଗୀଙ୍କୁ ନିଯୁକ୍ତ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଷଡ଼ଙ୍ଗୀ ଏହା ପୂର୍ବରୁ ବିଭିନ୍ନ ଦାୟୀତ୍ବରେ ରହି ଦଳର ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଭୂମିକା ନିର୍ବାହ…

କୋଭିଡ-19 ଟୀକା ଉପରେ କାର୍ଯ୍ୟ କରୁଥିବା ତିନୋଟି ଟିମ  ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ/ଶାସକ ପ୍ରଶାସକ :  କୋଭିଡ-19 ଟୀକା ବିକାଶ ଓ ଉତ୍ପାଦନ ଦିଗରେ କାର୍ଯ୍ୟ କରୁଥିବା ତିନୋଟି ଦଳ ସହିତ ଆଜି ପ୍ରଧାନମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଆଲୋଚନା କରିଛନ୍ତି । ଏହି ଦଳଗୁଡ଼ିକ ହେଲେ ପୁଣେସ୍ଥିତ ଜେନୋଭା ବାୟୋଫାର୍ମାସ୍ୟୁଟିକାଲ୍ସ ଲିମିଟେଡ, ହାଇଦ୍ରାବାଦର ବାୟୋଲୋଜିକାଲ ଇ…

ସମ୍ ହସ୍ପିଟାଲ୍‌ ମଥାରେ ଆଉ ଏକ ସଫଳତାର ଶୀରିପା 

ଦ୍ୱିତୀୟ ଥର ପାଇଁ ସମ୍ ହସ୍ପିଟାଲ୍‌ରେ ହେଲା ସଫଳ ଯକୃତ ପ୍ରତ୍ୟାରୋପଣ  ୧୨ ଘଂଟା ପର୍ଯ୍ୟନ୍ତ ୪୯ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଦେହରେ ଜାରି ରହିଥିଲା ଏହି ଅସ୍ତ୍ରୋପଚାର  ଭୁବନେଶ୍ୱର(ଶାସକ ପ୍ରଶାସକ)  : ଓଡ଼ିଶାର ଡାକ୍ତରୀ ଇତିହାସରେ ଦ୍ୱିତୀୟ ଥର ପାଇଁ ସଫଳତାର ସହ ଯକୃତ…

କେବଳ ଗୋଟିଏ କଲ୍-ଗୋଟିଏ କ୍ଲିକ୍ : ଘରେ ଜରୁରି ସାମଗ୍ରୀ ପହଞ୍ଚାଇବ ଏଜିସି କାର୍ଟ

ଭୁବନେଶ୍ବର: ସାମ୍ପ୍ରତିକ କରୋନା କାଳରେ ସମସ୍ତେ ଚାହାନ୍ତି ବାହାରକୁ ନଯାଇ ଘରେ ପହଞ୍ଚିଯାଉ ନିଜ ଆବଶ୍ୟକ ସାମଗ୍ରୀ। ତାହାପୁଣି ଯେତେ ସଅଳ ଉପଲବ୍ଧ ହେବ ଭଲ। ବିଭିନ୍ନ କମ୍ପାନି ହୋମ ଡେଲିଭରି ସୁବିଧା ପ୍ରଦାନ କରୁଛନ୍ତି। କିନ୍ତୁ ସେମାନଙ୍କଠାରୁ ଅଧିକ ଉନ୍ନତ ଓ ସହଜରେ ସେବା ଯୋଗାଇଦେବା ପାଇଁ…

ବିନା ଶ୍ରଦ୍ଧାଳୁରେ ମହାପ୍ରଭୁ ନୃସିଂହନାଥଙ୍କର କାର୍ତ୍ତିକ ପୂର୍ଣ୍ଣିମା ରୀତିନୀତି ସମ୍ପନ୍ନ 

ବାହାରେ ଦୀପଜାଳି ଫେରିଲେ ସଭିଏଁ, ହେଲାନି ଦର୍ଶନ  ବରଗଡ :- ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର । ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତର ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା , ଚିରସ୍ରୋତା ପାପ ନାସିନୀ ଝରଣା କୂଳରେ ମହାପ୍ରଭୁ  ମାର୍ଜର କେଶରୀ…

ରାଜ୍ୟ ସରକାରଙ୍କର ଆଦେଶକୁ ମାନୁନାହାଁନ୍ତି ଜିଲ୍ଲାପାଳ, ଅଭିଯୋଗ କଲେ ହୀରାକୁଦ ବିସ୍ଥାପିତ। 

 ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ:  ରାଜ୍ୟ ସରକାର ଙ୍କର ଆଦେଶ କୁ ମାନୁନାହାଁନ୍ତି ଜିଲ୍ଲାପାଳ।ଅଭିଯୋଗ କଲେ ହୀରାକୁଦ ବିସ୍ଥାପିତ।ଦୀର୍ଘ 65 ବର୍ଷ ହେବ ହୀରାକୁଦ ନଦୀବନ୍ଧ ରୁ ବିସ୍ଥାପିତ ହୋଇଥିଲେ ଶହ ଶହ ପରିବାର।ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ନା ଦେଇଛନ୍ତି କ୍ଷତି ପୂରଣ, ନା ଦେଇଛନ୍ତି…

ଭାଙ୍ଗିଲା ବର୍ଷ  ବର୍ଷର ପରମ୍ପରା : କାର୍ତ୍ତିକ ପୂର୍ଣ୍ଣମୀରେ ଭକ୍ତଙ୍କୁ ମନ୍ଦିର ଯିବା ମନା,  ବୋଇତ ବନ୍ଦାଣରେ କଟକଣା…

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ-  କରୋନା କଟକଣା ଯୋଗୁଁ ଚଳିତ ବର୍ଷର ସବୁ  ପର୍ବପର୍ବାଣି ଫିକା ପଡିଯାଇଛି । ଦଶହରା ପରେ ଏବେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମି ଦିନ ବି କଟକଣା ପାଇଁ ସଂପୂର୍ଣ୍ଣ ଭାବରେ ଫିକା ପଡିଯାଇଛି । ସମ୍ବଲପୁର ସହରରେ କୋଭିଡ କଟକଣା ପାଇଁ ମନ୍ଦିର ପ୍ରବେଶ ଉପରେ ରୋକ…

ଜିଲ୍ଲାସ୍ତରରେ ଥିବା  ଦୁର୍ନୀତିଖୋର ଅଭୟକାନ୍ତ ଏବେ ଛାନିଆଁ।

ବଲାଙ୍ଗୀର/ ନିରୋଜ ମିଶ୍ର :  ଆଇଏଫ୍‌ଏସ୍‌ ଅଭୟକାନ୍ତ ଧରାପଡ଼ିଲେ। ବାପ-ପୁଅ ଜେଲ ଗଲେ। ମୁହଁ ଫୁଟାଣି କମିନି। ବଡ଼ବଡ଼ ପାଟିରେ କହୁଛନ୍ତି ପୁଅର ମାସିକିଆ ଦରମା ଥିଲା କୋଟିଏ। ଏବେ ଜିଲ୍ଲାସ୍ତରରେ ଥିବା ଅଭୟକାନ୍ତମାନଙ୍କୁ ଘାରିଲାଣି ଭିଜିଲାନ୍ସର ଭୟ। ନିଜ ସମ୍ପତ୍ତି ଲୁଚାଇବା ବି କିଛିକାଂଶରେ…

ବଡ଼ମାଲରେ ସମ୍ବାଦ-‘ଆମ ଓଡ଼ିଶା’ ପକ୍ଷରୁ ୩୨ ୟୁନିଟ ରକ୍ତ ସଂଗ୍ରହ

କୁଚିଣ୍ଡା/ଜମନକିରା -ଉପଖଣ୍ଡ ପ୍ରତିନିଧି -(ଅଜୟ କୁମାର ବାଘ): ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡ଼ମାଲ ଗ୍ରାମ ପଞ୍ଚାୟତଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ୩୨ ଜଣ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ l 'ସମ୍ବାଦ-ଆମ ଓଡ଼ିଶା' ପକ୍ଷରୁ ଆୟୋଜିତ ଏହି…