ଭବାନୀପାଟଣା ସହରର ସୌନ୍ଦର୍ଯ୍ୟକରଣ : ସହରର ୭ଟି ସ୍ଥାନରେ ହେବ ସେଲ୍ଫି ପଏଣ୍ଟ ।।
କଳାହାଣ୍ଡି/ତୁଳମଣି ନାଗ : କଳାହାଣ୍ଡି ଜ଼ୀଲ୍ଲା ଭବାନୀପାଟଣା ସହରର ସୌନ୍ଦର୍ଯ୍ୟକାରଣ ପାଇଁ ପ୍ରୟାସ ଆରମ୍ଭ ହେଉଛି । ସହରର ୭ ଟି ସ୍ଥାନରେ ସେଲ୍ଫି ପଏଣ୍ଟ ସ୍ଥାପନ ପାଇଁ ପ୍ରସ୍ତାବ ରହିଛି । ଭବାନୀପାଟଣା ସହରର ଦୟାନିଧି ଛକର ସାମ୍ନାରେ ବିଜୁ କଲ୍ୟାଣମଣ୍ଡପ , ଷ୍ଟାଡିୟମ୍ ନିକଟ , ଜେଲ ଖାନା…