“ରାଜ୍ୟର ଖାଉଟିଙ୍କୁ ସଚେତନ ଓ ସଶକ୍ତ କରିବା ସହିତ ଖାଉଟି ସୁରକ୍ଷାକୁ ପ୍ରାଥମିକତା ପ୍ରଦାନ କରାଯାଉଛି’:…
ଭୁବନେଶ୍ୱର: ରାଜ୍ୟରେ ଉପଭୋକ୍ତାମାନଙ୍କ ସୁରକ୍ଷାକୁ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତିା ଖାଉଟି ସୁରକ୍ଷା ଆଇନ ୨୦୧୯ ଅନ୍ତର୍ଗତ ନୂତନ ବ୍ୟବସ୍ଥାକୁ ଲାଗୁ କରିବା ସହିତ ବିଭିନ୍ନ ପ୍ରକାର ଖାଉଟି ବିବାଦ ସମାଧାନ ମଂଚ ପ୍ରତିଷ୍ଠା ଦିଗରେ ଆଶୁ ପଦକ୍ଷେପ ନିଆଯାଉଛିା ଏଥିସହିତ ନୂତନ…