ଆତ୍ମନିର୍ଭର ଭାରତ ପାଇଁ ଆତ୍ମନିର୍ଭର ଉର୍ଜା ରୋଡମ୍ୟାପ୍ ବିକଶିତ ହେଉଛି – ଧର୍ମେନ୍ଦ୍ର ପ୍ରଧାନ
ଆସୋଚାମର ପ୍ରତିଷ୍ଠା ସପ୍ତାହ -୨୦୨୦ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ବୋଧନ
ଆତ୍ମନିର୍ଭର ଉର୍ଜାରେ ସାମିଲ ପାଇଁ ସବୁ ଭାରତୀୟ କମ୍ପାନୀଙ୍କୁ ନିମନ୍ତ୍ରଣ
ଉର୍ଜା କ୍ଷେତ୍ରକୁ ଅଧିକ ଆତ୍ମନିର୍ଭର କରିବ ଆତ୍ମନିର୍ଭର ଉର୍ଜା ପଦକ୍ଷେପ
୫ ଟ୍ରିଲିୟନ ଡ଼ଲାର ଅର୍ଥନୀତି ଲକ୍ଷ୍ୟକୁ ହାସଲ…