୩୦ମିନିଟ ବିଜୁଳି ବନ୍ଦ କରି ଦରବୃଦ୍ଧିର ପ୍ରତିବାଦ କରିବା ପାଇଁ ପିସିସି ସଭାପତିଙ୍କ ଆହ୍ୱାନ
ଭୁବନେଶ୍ୱର - ରାଜ୍ୟ ସରକାର ବିଦ୍ୟୁତ ଉପଭୋକ୍ତା ମାନଙ୍କ ଉପରେ ଅହେତୁକ ବିଜୁଳିଦର ୟୁନିଟ୍ ପ୍ରତି ୭ମାସ ମଧ୍ୟରେ ୫୦ ପଇସା ବୃଦ୍ଧି କରିବା ଅତ୍ୟନ୍ତ ଉଦ୍ବେଗଜନକ ଅଟେ ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି । କୋଭିଡ୍ ୧୯ ମହାମାରୀ ସମୟରେ ଲୋକମାନଙ୍କର ଆର୍ଥିକ…