ନିଷ୍ଠା, ସେବା ଓ ପ୍ରତିବଦ୍ଧତାକୁ ମିଳିଲା ସମ୍ମାନ
"ମାଟିର ଗୈାରବ" ସମ୍ମାନରେ ସମ୍ମାନୀତ ହେଲେ ଶିକ୍ଷକ ତଥା ସମାଜସେବୀ ଦିବସ ସାହୁ
ମଧୁମୟ କଳା ସଂଗଠନ ଏବଂ ହଜାରୁ ବାଗ ଫାଉଣ୍ଡେସନ୍ ର ମିଳିତ ଆନୁକୁଳ୍ୟରେ ମଧୁମୟ କଳା ସଂଗଠନ ର ଅଧ୍ୟକ୍ଷ ମୋତିଲାଲ ବାଗଙ୍କ ଅଧ୍ୟକ୍ଷତାରେ "ସାଂପ୍ରତିକ ସ୍ଥିତିରେ ଲୋକକଳା ସଂସ୍କୃତି ଏବଂ କଳାକାର" ଶୀର୍ଷକ…