ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଦ୍ଵାରା କୋର୍ଟ ପରିସର ମଧ୍ୟରେ ଇ-ସେବା କେନ୍ଦ୍ର ଉଦଘାଟିତ ।
ମାଲକାନଗିରି/ବି ଶ୍ରୀନିବାସ ପାତ୍ର: ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ମହମ୍ମଦ ରଫିକଙ୍କ ଦ୍ବାରା ମାଲକାନଗିରି ଉପଖଣ୍ଡ ଦଣ୍ଡାଧିକାରୀ କାର୍ଯ୍ୟାଳୟ ପରିସରରେ ଇ- ସେବାକେନ୍ଦ୍ର ଉଦଘାଟିତ ହୋଇଯାଇଛି। ତେବେ ମାଲକାନଗିରି ଜିଲ୍ଲା ଦୌରା ଜଜ ରୋହିତଲାଲ ପଣ୍ଡା ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ…