ଆମପାଳରେ ଭୀମଭୋଇ ସେବା ସଂଘ ପକ୍ଷରୁ ଆମ୍ବେଦକର ଶିକ୍ଷା କେନ୍ଦ୍ର ଉଦଘାଟନ 

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ  ଭୀମଭୋଇ ସେବାସଙ୍ଘ ତରଫରୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପବିତ୍ର ବଡ଼ଦିନରେ ଆମ୍ବେଦକର ଶିକ୍ଷା କେନ୍ଦ୍ର ରେଢ଼ାଖୋଲ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୱାର୍ଡ଼ ନଂ ୯ ଆମପାଲ ଠାରେ ଉଦଘାଟନ ହୋଇଯାଇଛି ।ଏହି ଉଦଘାଟନ…

ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ  ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ପାଳିତ ।

ମାଲକାନଗିରି :(ବି ଶ୍ରୀନିବାସ ପାତ୍ର)ଆଜି ମାଲକାନଗିରି ଜିଲ୍ଲା ନଗରଭବନ ଠାରେ ମାଲକାନଗିରି ଭାରତୀୟ ଜନତା ପାର୍ଟି ତରଫରୁ ଭାରତ ରତ୍ନ , ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ୯୬ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ଉକ୍ତ ଉତ୍ସଵରେ  ମାଲକାନଗିରି ଜିଲ୍ଲା ବିଜେପି…

ପୁନର୍ଗଠିତ ହେଲା ବିଜେଡି ମିଡ଼ିଆ ଟିମ 

ଛ ଜଣ ଜାତୀୟ ମୁଖପାତ୍ର, ଷୋହଳ ମୁଖପାତ୍ର ଏବଂ ଚଉଦ ପ୍ୟାନେଲିଷ୍ଟ | ଭୁବନେଶ୍ୱର:  ବିଜୁ ଜନତା ଦଳ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ଜନତା ଦଳର ମିଡିଆ ଟିମ  ପୁନର୍ଗଠନ କରାଯାଇଛି । ଦଳର ପୁନର୍ଗଠିତ ମିଡିଆ ଟିମରେ ଛ ଜଣ ଜାତୀୟ ମୁଖପାତ୍ର, ଷୋହଳ ମୁଖପାତ୍ର ଏବଂ ଚଉଦ ଜଣ…

ସୁରେଶ ମହାପାତ୍ର ମୁଖ୍ୟ ସଚିବ, ପ୍ରଦୀପ ଜେନା ହେଲେ ଉନ୍ନୟନ କମିଶନର

ଅସିତ ତ୍ରିପାଠୀ ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ  ପରାମର୍ଶଦାତା ଓ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ  ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ହେବା ପାଇଁ ଆଶା କରିଥିବା ବରିଷ୍ଠ ରାଜନେତା ମାନେ ସାମୟିକ ନିରାଶ  ଭୁବନେଶ୍ୱର : ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଚଳିତ ମାସ 31…

ଭୟଙ୍କର ଆଶଙ୍କାରେ ଚାଷୀ : ଅକ୍ଟୋପାସ ପରି ବେପାରୀଙ୍କ ଆଙ୍ଗୁଠି ପଶୁ ପଶୁ ବାହା ପଶିଯିବନି ତ !!

 କୃଷକ ଆନ୍ଦୋଳନର କରୁଣ ପରିଣତି : କୃଷି ଆଇନର ଅର୍ଥନୈତିକ ଅସମାନତା  {କୃଷକ ଆନ୍ଦୋଳନ ସ୍ଥଳୀରୁ ଗ୍ରାଉଣ୍ଡ୍ ରିପୋର୍ଟ} ନୂଆଦିଲ୍ଲୀ ( ସ୍ୱତନ୍ତ୍ର ପ୍ରତିନିଧି ): ଦିଲ୍ଲୀକୁ ଲାଗିରହିଥିବା ସୀମାରେଖାରେ ଚାଲିଥିବା କୃଷକ ଆନ୍ଦୋଳନ  ବ୍ୟାପକ ହେବାରେ ଲାଗିଥିବା ବେଳେ କୃଷକଙ୍କ ଆତ୍ମହତ୍ୟା…

ଗୃହହୀନଙ୍କୁ ଗୃହ ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ନେଲେ ସମାଜସେବୀ

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ପୌରାଞ୍ଚଳର ୧୩ ନମ୍ବର ୱାର୍ଡ଼ର ତେଲିପଡ଼ା ନିବାସୀ ଗୁଲାବ ନାୟକ ଆର୍ଥିକ ଅନଟନ ଯୋଗୁଁ ନିଜ ଘର ମରାମତି କରି ପାରିଲେ ନାହିଁ। ଶେଷରେ ତାଙ୍କର ଘର ଭାଙ୍ଗିଯାଇ ସେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଛନ୍ତି। ଏହା ପୂର୍ବରୁ ସେ ପକ୍କା ଘର ପାଇଁ ଆବେଦନ ମଧ୍ୟ…

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଜେଡିର କର୍ମୀ ବୈଠକ। 

  ଝାରସୁଗୁଡ଼ା :(ସୁଭାଷ ସହାରେ) -ଆସନ୍ତା ଝାରସୁଗୁଡ଼ା ପୌରପାଳିକା ନିର୍ବାଚନ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପାଇଁ ଅଗ୍ନିପରୀକ୍ଷାର ବେଳ। ଗୋଟିଏ ପକ୍ଷରେ ନିଜର ନବନିଯୁକ୍ତ ଦଳର ପ୍ରଦର୍ଶନକୁ ନେଇ ବେଶ୍ ଆଶାବାନ ଥିବା କଂଗ୍ରେସ ଦଳ ଓ ଅନ୍ୟପକ୍ଷରେ ରାଷ୍ଟ୍ରୀୟ ରାଜନୀତିରେ ଗୋଟିଏ ପରେ ଗୋଟିଏ ସଫଳତା…

କୋରୋନା ଟୀକା ଦିଆଯିବା ନିମନ୍ତେ ସମସ୍ତ ପ୍ରସ୍ତୁତି ସରିଯାଇଛି :ସ୍ବାସ୍ଥ୍ୟମନ୍ତ୍ରୀ 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲା ସହିତ ରାଜ୍ୟର ସମସ୍ତ ଜିଲ୍ଲାରେ କୋଭିଡ ଟୀକାକରଣ ନିମନ୍ତେ ସମସ୍ତ ପ୍ରକାରର ପ୍ରସ୍ତୁତି ସରିଯାଇଛି। କୋଭିଡ ଟୀକା ଆସିବା ପରେ ଯେପରି ଟୀକାକରଣ ନିମନ୍ତେ କୌଣସି ଅବହେଳା ନ ହୁଏ ସେଥିପାଇଁ ସମସ୍ତ ବ୍ୟବସ୍ଥା ସରକାରୀ ସ୍ତରରେ ନିଆଯାଇଥିବା…

ସର୍ବଭାରତୀୟ ଟି-୨୦ ଓଡ଼ିଶା ଟିମର ନେତୃତ୍ୱ ନେବେ  ଶୁଭ୍ରାଂଶୁ ସେନାପତି ।

ଝାରସୁଗୁଡ଼ାରୁ ଅଙ୍କିତ ଓ ତରୁଣ ଟିମରେ ସାମିଲ  ଝାରସୁଗୁଡ଼ା :(ସୁଭାଷ ସହାରେ) : ଆସନ୍ତା  ୧୦ ଜାନୁଆରୀରୁ କୋଲକାତାଠାରେ ଆରମ୍ଭ ହେବାକୁ ଯାଉଥିବା ସୈୟଦ ମୁସ୍ତାକ ଅଲି ଟି-୨୦ ଟ୍ରଫି ପାଇଁ ଓଡ଼ିଶା ଦଳର ଚୟନ ହୋଇଯାଇଛି। ଏହି ଟିମର ନେତୃତ୍ୱ ନେବେ ଶୁଭ୍ରାଂଶୁ ସେନାପତି। ଏହି ଟିମରେ …

ପାଇକମାଲ ଓ ଝାରବନ୍ଧ ବ୍ଳକ ରେ କଂଗ୍ରେସ ଦଳର ସାଙ୍ଗଠନିକ ବୈଠକ 

ପଦ୍ମପୁର-ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀର ପାଇକମାଲ ଓ ଝାରବନ୍ଧ ବ୍ଳକ ରେ କଂଗ୍ରେସ ଦଳର ସାଙ୍ଗଠନିକ ବୈଠକ ହୋଇଥିଲା । ବୈଠକରେ ନବ କାର୍ଯ୍ୟଭାର ପାଇଥିବା ଜିଲ୍ଲା ସଭାପତି ପୂର୍ବତନ ବିଧାୟକ ଅତାବିରା ଶ୍ରୀ ନିହାର ମାହାନନ୍ଦ, ପୂର୍ବତନ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ସତ୍ୟ…