ଶଙ୍ଖ ଭବନରେ ବିଜେଡିର ବ୍ୟାପକ ସାଙ୍ଗଠନିକ ସମୀକ୍ଷା ବୈଠକ
ତୃଣମୂଳ ସ୍ତରରେ ଜନସମ୍ପର୍କକୁ ସୁଦୃଢ଼ କରିବା ଓ ଲୋକଙ୍କ ସମସ୍ୟା ଉପରେ ଧ୍ୟାନ ଦେବାକୁ ନବୀନ ପଟ୍ଟନାୟକଙ୍କ ଆହ୍ୱାନ
ଭୋଟର ତାଲିକା ସଂଶୋଧନ ଓ ଗଣତାନ୍ତ୍ରିକ ଅଂଶଗ୍ରହଣ ଉପରେ ବିଜେଡିର ଗୁରୁତ୍ୱାରୋପ
କୃଷକ କଲ୍ୟାଣ, ମିଶନ ଶକ୍ତି ଓ ନିଯୁକ୍ତି ସମସ୍ୟା ଉପରେ ଆଲୋକପାତ…