ମାହାଙ୍ଗା ବିଜେପି ନେତା ହତ୍ୟାକାଣ୍ଡ ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚାରର ଥାନା ଘେରାଉ ଓ ବିକ୍ଷୋଭ ପଦର୍ଶନ।
http://www.youtube.com/watch?v=eor8r9bxR1Q
ରମାକାନ୍ତ ବିଶ୍ବାଳ/ ସମ୍ବଲପୁର- ରାଜ୍ୟର ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବିକରି ସାରା ରାଜ୍ୟରେ ବିଜେପି କରୁଛି ଥାନା ଘେରାଉ । ଏନେଇ ସମ୍ବଲପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା…