ମର୍ମନ୍ତୁଦ ଦୁର୍ଘଟଣାରେ ମୃତକଙ୍କର ଘରେ ପ୍ରଶାସନିକ ଅଧିକାରୀ, ସମବେଦନା ଜଣାଇଲେ ଉପଜିଲ୍ଲାପାଳ
ମୃତକଙ୍କର ପରିବାରକୁ ସରକାରଙ୍କର ନିୟମ ମୁତାବକ ସମସ୍ତ ସାହାଯ୍ୟ ସହଯୋଗ କରାଯିବ
ବରଗଡ :- ଗତ ଦୁଇଦିନ ତଳେ ପାଇକମାଲ ବ୍ଲକ ଜାମସେଠ ଗ୍ରାମରେ ଘଟିଥିବା ଏକ ମର୍ମନ୍ତୁଦ ଦୁର୍ଘଟଣା ରେ ବିଲରେ ଟ୍ରାକ୍ଟର ଦ୍ୱାରା ଚାଷ କରୁଥିବା ଜଣେ ଡ୍ରାଇଭର ମଧୁସୂଦନ ବନଛୋର ଟ୍ରାକ୍ଟର ଓଲଟି ପଡିବାରୁ…