ମାଟ୍ରିକ ପରୀକ୍ଷା ଫିସ୍ ଛାଡ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଉପକୃତ ହେବେ ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ
ରାଜ୍ୟ ସରକାର ବହନ କରିବେ ୨୭ କୋଟି ଟଙ୍କା ବ୍ୟୟଭାର ।
ପ୍ରତି ମାଟ୍ରିକ ପରୀକ୍ଷାର୍ଥିଙ୍କୁ ଛାଡ ହେବ ୪୨୦ ଟଙ୍କା ଲେଖାଏଁ ଫିସ୍
ଭୁବନେଶ୍ବର : ଛାତ୍ର ସମାଜର ବୃହତର ସ୍ବାଥ କୁ ଦୃଷ୍ଟିରେ ରଖି ଚଳିତ ବର୍ଷ …