ପୁଣି ନବୀନ ଶୀର୍ଷରେ : ଏବିପି ନ୍ୟୁଜ ସର୍ଭେ
ଦେଶର ଶ୍ରେଷ୍ଠ ୧୦ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନରେ
ଦ୍ଵିତୀୟ ସ୍ଥାନରେ କେଜରିୱାଲ , ଦଶମରେ ଗୁଜୁରାଟ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ପୁଣି ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ସର୍ଭେରେ ଆଗରେ ରହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…