ଭଟଲି ନିର୍ବାଚନମଣ୍ଡଳୀରେ ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ

ବରଗଡ :- ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ  ଆଜି ବରଗଡ଼ ଜିଲ୍ଲା ଭଟଲି ବିଧାନ ସଭା ନିର୍ବାଚନ ମଣ୍ଡଳୀ ତରଫରୁ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଙ୍କ ଆହ୍ବାନ କ୍ରମେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ନେତୃତ୍ଵରେ…

ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ଠାରେ ରାଷ୍ଟ୍ରୀୟ ଆଲୋଚନାଚକ୍ର

ବରଗଡ :- ବିଶ୍ୱ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଅବସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ଆଜି ଆୟୁର୍ବେଦ ଶିକ୍ଷା ଓ ଚିକିତ୍ସା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ବେଶ ସୁଖ୍ୟାତି ଲାଭ କରି ପାରିଛି । ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୁର…

“ଦୟାକରି ଆମକୁ ଆଉ ମାନସିକ ଯନ୍ତ୍ରଣା ଦିଅନ୍ତୁ ନାହିଁ “

ଚାଷୀ ମୃତ୍ୟୁକୁ ନେଇ ଚାଲିଛି ଅପପ୍ରଚାର ଓ ରାଜନୈତିକ ରୁଟି ସେକା! ପତ୍ରଲେଖି ଅନୁରୋଧ କଲେ ମୃତ ଚାଷୀଙ୍କ ଭାଇ   ଶାସକ ପ୍ରଶାସକ ପ୍ରତିନିଧି କେବଳ ଆମସହ କଥା ହୋଇଛନ୍ତି  ବିଭିନ୍ନ ଗଣମାଧ୍ୟମରେ ବାହାରୁଛି ବିଭ୍ରାନ୍ତିକର ରିପୋର୍ଟ   ବରଗଡ(ଗୌରାଙ୍ଗ ଚରଣ ଦାସ) :-…

ନବରଙ୍ଗପୁର ଜିଲ୍ଲାର  ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ମନ୍ତ୍ରୀ ରଘୁନନ୍ଦନ 

ନେଲେ ସମୀକ୍ଷା ବୈଠକ, ଜିଲ୍ଲାରେ ଜନସେଚନ ସୁବିଧା ବୃଦ୍ଧି ଉପରେ ଦେଲେ ଗୁରୁତ୍ୱ  ନବରଙ୍ଗପୁର(ଶାସକ ପ୍ରଶାସକ): ରାଜ୍ୟ ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ  ତାଙ୍କର ନବରଙ୍ଗପୁର ଜିଲ୍ଲା ଗସ୍ତ ପରିପ୍ରେକ୍ଷୀରେ ପୂର୍ବାହ୍ନରେ ଜିଲ୍ଲାର  ବିଭିନ୍ନ ଜଳସେଚନ…

ଝାରବନ୍ଧ ଠାରେ ବ୍ରାହ୍ମଣ ସମାଜର ବାର୍ଷିକ ସଭା।

ଝାରବନ୍ଧ-ମନୋହର ଦାଶ-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ରେ ବ୍ରାହ୍ମଣ ସମାଜ ର ଅଷ୍ଟଦଶ ବାର୍ଷିକ ଅଧିବେଶନ ଓ ନୂତନ ଗାୟତ୍ରୀ ମଣ୍ଡପ ର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଆଞ୍ଚଳିକ ବ୍ରାହ୍ମଣ ସମାଜ ର ସଭାପତି ଝସକେତନ ନନ୍ଦ ଙ୍କ ଅଧ୍ୟକ୍ଷତା ଏବଂ କାର୍ଯ୍ୟକାରୀ ସଭାପତି…

ଅକ୍ଷୟ ପରିଜା ପ୍ରଡକ୍ସନର ମେଗା ଧାରାବାହିକ ‘କେମିତି କହିବ କହ’ 

ଓଡ଼ିଆ ଟେଲିଭିଜନ ଜଗତରେ ଚହଳ ସୃଷ୍ଟି କରିଥିବା ଅକ୍ଷୟ ପରିଜା ପ୍ରଡକ୍ସନର ନୂଆ ମେଗା ଧାରାବାହିକ 'କେମିତି କହିବି କହ' ଜାନୁଆରୀ 25 ତାରିଖରୁ ପ୍ରସାରଣ ଆରମ୍ଭ କରିବ | ଜୀ-ସାର୍ଥକରେ ପ୍ରସାରିତ ହେବାକୁ ଥିବା ଏହି ବ୍ୟୟବହୁଳ  ମେଗା ଧାରାବାହିକ ପ୍ରଥମ ଥର ପାଇଁ ଏକ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ରର…

ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ ‘ସଡ଼କ ସୁରକ୍ଷା ମାସ’ ପାଳନ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ ଆଜି ରେଳବାଇ ଓଡ଼ିଆ ସାଂସ୍କୃତିକ ସଂଘ ହଲଠାରେ ସଡ଼କ ସୁରକ୍ଷା ମାସ ପାଳନ କରାଯାଇଥିଲା। ଏହି ଅବସରରେ ଚାଳକ ସଚେତନତା ଶିବିର ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ଚକ୍ଷୁ ପରୀକ୍ଷା କ୍ୟାମ୍ପ ମଧ୍ୟ ଆୟୋଜିତ ହୋଇଥିଲା। ଆଜିର ଏହି…

ଯୁବକଂଗ୍ରେସ ପେଟ୍ରୋଲ ଦରବୃଦ୍ଧି ପ୍ରତିବାଦରେ ଅଭିନବ ବିକ୍ଷୋଭ। 

http://www.youtube.com/watch?v=nzMEP7n9xSo   ସମ୍ବଲପୁରରୁ  ରମାକାନ୍ତ ବିଶ୍ବାଳ - ଦେଶରେ ପ୍ରତିଦିନ ହୁଁ ହୁଁ ହୋଇ  ତୈଳଦର  ବଡିଚାଲିଛି । ଏଣେ କେନ୍ଦ୍ର ସରକାର ତୈଳଦର ବୃଦ୍ଧି କୁ ରୋକିବାରେ ବିଫଳ ହେବା ଯୋଗୁଁ ସାଧାରଣ ଲୋକ ଏଥିପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି । ଏବେ ପରିସ୍ଥିତି…

ଲଇଡା ରେ ଶାମ୍ବ ଦଶମୀ ଉପଲକ୍ଷେ ବଡଦେବଙ୍କ ପୂଜା I

ସମ୍ବଲପୁର, (ରମାକାନ୍ତ ବିଶ୍ବାଲ) : ରେଙ୍ଗାଲି ବ୍ଳକ ଅନ୍ତର୍ଗତ ଲଇଡା ସ୍ଥିତ ଦେବଦୂଳ୍କଭ ମଣ୍ଡପ ରେ ଶନିବାର ଲଇଡା ଇଷ୍ଟେଟ କମିଟୀ ଆନୁକୁଲ୍ୟରେ ଷଡବଂଶୀୟ ଗୋଣ୍ଡ ସମାଜ ର ଶାମ୍ବ ଦଶମୀ ଉପଲକ୍ଷେ ବଡଦେବ ଜଙ୍ଗାଲିଙ୍ଗା ଙ୍କ ବାର୍ଷିକ ପୂଜା ଜମିଦାର ଙ୍କ ପୁଷ୍ଠପୋଷକତା ରେ ପାଳିତ ହୋଇଯାଇଅଛି…

୮ତମ ମୌଲା ଭଣଜା ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ : କରମସାନି କ୍ଲବ ବେଲପାହାଡ ଚମ୍ପିୟନ

ସମ୍ବଲପୁରରୁ ରମାକାନ୍ତ ବିଶ୍ୱାଳ : ରବିବାର ମୌଲା ଭଣଜା କ୍ଲବ କୁର୍ଲା ଆନୁକୂଲ୍ୟରେ ୮ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ କୁର୍ଲା ସ୍କୁଲ ପାଖ ଖେଲ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟରେ ଅଞ୍ଚଳର ୮ଟି ଫୁଟବଲ କ୍ଲବ ଯଥା  ଆଦିବାସୀ କ୍ଲବ ରେଙ୍ଗାଲି,କରମସାନି କ୍ଲବ…