ହାଟଡିହୀ ବିକାଶ ମଂଚ ତରଫରୁ ସାଧାରଣତନ୍ତ୍ର ଦିବସ ପାଳିତ
ହାଟଡିହୀ/ ମକରଧ୍ବଜ ହେନା - କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ହାଟଡିହୀ ତାରିଣୀ ମନ୍ଦିର ପରିସରରେ ହାଟଡିହୀ ବିକାଶ ମଂଚ ତରଫରୁ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ହାଟଡିହୀ ବିକାଶ ମଂଚ ସଭାପତି ନିତ୍ୟାନନ୍ଦ ପହୀ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହାଟଡିହୀ…