ଗାଇସିଲାଟ ବ୍ଳକ ବିଜେଡିର ପୂର୍ବତନ ବ୍ଳକ ସଭାପତିଙ୍କ ଦେହାନ୍ତ

ପଦ୍ମପୁର-ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲାଟ ବ୍ଳକ ବିିଜେଡି ପୂର୍ବତନ ବ୍ଳକ ସଭାପତିଙ୍କ ଆଜି ଦେହାନ୍ତ ହୋଇଛି । ଗତ କିଛି ଦିନ ତଲେ ତାଙ୍କର କାର ଦୁର୍ଘଟଣା ହୋଇଥିଲା ସେ ବରଗଡ଼ର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଆଜି ଚିକିତ୍ସିତ ଅବସ୍ଥାରେ ତାଙ୍କର…

୫୦ ଘର ଭାଙ୍ଗି ଝାଡଖଣ୍ଡ ଅଂଚଳର ଅନୁପ୍ରବେଶକାରୀଙ୍କୁ ହଟାଇଲା ପ୍ରଶାସନ

ରେଢାଖୋଲ ଉପଖଣ୍ଡ ସ୍ୱତନ୍ତ୍ର ପ୍ରତିନିଧି ଶ୍ରୀୟାସ୍ମିତା ସାମଲ : ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡର କିସିଣ୍ଡା ଥାନା ମାଛୁଡିହି ନିକଟସ୍ଥ ଲଣ୍ଡାକୋଟ ଜଙ୍ଗଲରେ ଅନୁପ୍ରବେଶକାରୀମାନେ ଘର କରି ରହିବା ଓ ଶହ ଶହ ଜଙ୍ଗଲ କାଟି ଜଙ୍ଗଲ ନଷ୍ଟ କରିଥିବାରୁ ଆଜି ଜେସିବି ଲଗାଇ ଅନୁପ୍ରବେଶ କାରୀଙ୍କର…

ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ୧୮ କୋଟି ଟଙ୍କା ବ୍ୟୟରେ ନିର୍ମିତ କୁସୁପୁର ସେତୁ ଲୋକାର୍ପିତ !

ମାହାଙ୍ଗା (ଶାସକ ପ୍ରଶାସକ ): କୁସୁପୁର-ସିପୁରା ପୂର୍ତ୍ତ ସଡକର ବିରୂପା ନଦୀ ଉପରେ ୧୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ନୂତନ ସେତୁ ଆଜି ପଞ୍ଚାୟତିରାଜ, ପାନୀୟଜଳ, ଗୃହ ନିର୍ମାଣ-ନଗର ଉନ୍ନୟନ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ଲୋକାର୍ପିତ ହୋଇଛି l  ବାଲିଚନ୍ଦ୍ରପୁର ଠାରୁ ଏକ…

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଇଣ୍ଡିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଲ

କିଟ୍‍ ଓ ବାର୍‍ କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆ ସହଭାଗିତାରେ ଆରମ୍ଭ ହେବ ଏହି ପ୍ରତିଷ୍ଠାନ  ଭୁବନେଶ୍ୱର (ଶାସକ ପ୍ରଶାସକ) : ବାର୍‍ କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆ (ବିସିଆଇ) ଦେଶରେ ଆଇନ୍‍ ଶିକ୍ଷା ଓ ଆଇନ୍‍ ବୃତ୍ତିର ପ୍ରୋତ୍ସାହନ ଓ ନିୟନ୍ତ୍ରଣ ନିମନ୍ତେ ଅଧିବକ୍ତା ଆଇନ ୧୯୬୧ ଅନୁସାରେ ସଂସଦ…

କାହିଁକି ସେ ବାଇଶି ପାହାଚ : ଆସନ୍ତୁ ଜାଣିବା ଆସ୍ଥା ଆଉ ମୁକ୍ତିର ପବିତ୍ର ପାହାଚ କଥା 

ପୁରୀ: ଶ୍ରୀମନ୍ଦିରର ଅନେକ ଏମିତି କଥା ଅଛି ଯାହା ଏବେବି ସାଧାରଣ ଲୋକଙ୍କ ପାଖରେ ଅଛପା ଅଛି । ଅନେକ ଏମିତି ଅଲୌକିକ ଲୋକ କଥା ତଥା ତଥ୍ୟ  ଅଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଅନେକ ଅଲୌକିକ ତଥା ଆଶ୍ଚର୍ଯ୍ୟ କଥାବସ୍ତୁ ମଧ୍ୟରୁ ବାଇଶି ପାହାଚ ଅଜଣା ରହସ୍ୟ  ବିଷୟରେ…

ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଓଡ଼ିଶାକୁ ଅତିରିକ୍ତ ୩୨୦.୯୪ କୋଟିର କେନ୍ଦ୍ରୀୟ ସହାୟତା

ଓଡ଼ିଶାକୁ ସର୍ବୋପରି ପ୍ରାଥମିକତା ଦେଇ ଆସୁଛନ୍ତି ପ୍ରଧାନମନ୍ତ୍ରୀ-ଧର୍ମେନ୍ଦ୍ର ପ୍ରଧାନ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ  ପ୍ରଧାନମନ୍ତ୍ରୀ ମୋଦି ସବୁବେଳେ ଓଡ଼ିଶାବାସୀଙ୍କ ଦୁଃଖ ସମୟରେ ଠିଆ ହୋଇଛନ୍ତି…

ଚାଷୀମାନଙ୍କ ସମସ୍ୟାକୁ ନେଇ ଜିଲ୍ଲା ବିଜେପି ପକ୍ଷରୁ ଧାରଣା

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଜିଲ୍ଲା ବିଜେପି ପକ୍ଷରୁ ଏକ ଧାରଣା ଦିଆଯାଇଛି। ରାଜ୍ୟରେ ଚାଷୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଓ ସେମାନଙ୍କ ସମସ୍ତ ସମସ୍ୟାର ସମାଧାନ ନିମନ୍ତେ ଏହି ଧାରଣା ଦେଇଥିଲେ ଝାରସୁଗୁଡ଼ା ଜିଲ୍ଲା…

ଅଞ୍ଚଳର ବିକାଶରେ ବରିଷ୍ଠ ନାଗରିକ ଓ ଗଣ ମାଧ୍ୟମ ଭୂମିକା ଗୁରୁତ୍ତ୍ୱପୂର୍ଣ

 ରେଢାଖୋଲ ସାମ୍ବାଦିକ ସଂଘର ଆଲୋଚନା ଚକ୍ର।  ରେଢାଖୋଲ ( ଅନିଲ କୁମାର ପୃଷ୍ଟି )  ବରିଷ୍ଠ ନାଗରିକଙ୍କ ଜ୍ଞାନ ଓ ଗଣମାଧ୍ୟମର ଭୂମିକା ଆମ ସମାଜ ବିକାଶ ପାଇଁ ଆଜିର ସମୟରେ ନିହାତି ଜରୁରୀ। ସମ୍ବଲପୁର ଜିଲ୍ଲା ରେଢାଖୋଲ ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ଏକ ଆଲୋଚନା ଚକ୍ରରେ" ଆମ ଅଞ୍ଚଳର…

କବି ବିନୋଦ ଚନ୍ଦ୍ର  ନାୟକଙ୍କ ପ୍ରତିମୂର୍ତ୍ତି ଅନାବରଣ.

ଝାରସୁଗୁଡ଼ା /ସୁବାସ ସାହାରେ - ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଆଜି କବି ବିନୋଦ ଚନ୍ଦ୍ର ନାୟକଙ୍କ ଆବକ୍ଷ  ପ୍ରତିମୂର୍ତ୍ତି ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ନିରଞ୍ଜନ ସାହୁ ଅନାବରଣ କରିଛନ୍ତି । ଏହି ଅବସରରେ ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ ,  ସମ୍ବଲପୁର ବିଶ୍ୱବିଦ୍ୟାଳୟର…

ରାଇରଙ୍ଗପୁର ମୁର୍ମୁ ଛକରେ ଟ୍ରକ ଦୁର୍ଘଟଣା : ହୋଟେଲ କର୍ମଚାରୀର ଦେବାଶିଷ ବେହେରା ମୃତ

ବାରିପଦା(ଦିଲ୍ଲୀପ ମହାନ୍ତି )--ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଠାରୁ ମାତ୍ର ୫୦୦ ମିଟର ଦୂରରେ ଜାତୀୟ ରାଜପଥ ୨୨୦ ନମ୍ବର ମୁର୍ମୁ ଛକରେ ଏକ ୧୬ ଚକିଆ ଟ୍ରକ ଦୁର୍ଘଟଣାରେ  ହୋଟେଲ କର୍ମଚାରୀ ତଥା ବାଙ୍ଗିରିପୋଷି ଥାନା କତରା ଚନ୍ଦନପୁର ଗ୍ରାମର ଦେବାଶିଷ ବେହେରାଙ୍କ ମୃତ୍ୟୁ …