ଭବିଷ୍ୟତରେ ବିଶ୍ୱର ଗଣମାଧ୍ୟମ କ୍ଷେତ୍ରରେ ପରିବର୍ତନ ଆଣିବ ଡିଜିଟାଲାଇଜେସନ୍

ଭୁବନେଶ୍ୱର, : ଶନିବାର ଦିନ ଓଡ଼ିଶାର ଅଗ୍ରଣୀ ଇଂରାଜୀ ନ୍ୟୁଜ ପୋର୍ଟାଲ୍ ଡବ୍ଲୁଡବ୍ଲୁଡବ୍ଲୁ.ପ୍ରମେୟନୁ୍ୟଜ୍.କମ୍ ପାଳନ କରିଛି ତା’ର ପ୍ରଥମ ବାର୍ଷିକ ଉତ୍ସବ । ଏହି ଅବସରରେ ବରିଷ୍ଠ  ସାମ୍ବାଦିକମାନେ ଡିଜିଟାଲାଇଜେସନ୍ ଦ୍ୱାରା ଭବିଷ୍ୟତରେ ବିଶ୍ୱର ଗଣମାଧ୍ୟମର ପରିଭାଷାରେ ପରବର୍ତନ ହେବ ବୋଲି…

ପୋଲିଓ ଦିବସ ପାଳନ, ଦୁଇ ବୁନ୍ଦା ପ୍ରତି ଥର

ପଦ୍ମପୁର:-ସାରା ରାଜ୍ୟରେ ଆଜି ନବଜାତ ଶିଶୁ ଠାରୁ ଆରମ୍ଭ କରି ୫ ବର୍ଷ ପର୍ଯ୍ୟନ୍ତ ଶିଶୁ ମାନଙ୍କୁ ୨ ବୁନ୍ଦା ଲେଖାଏଁ ପଲସ୍ ପୋଲିଓ ଖୁଆ କାର୍ଯ୍ୟକ୍ରମ ଚାଲିଛି l ଏ ଅବସର ରେ ଆଜି ସମଗ୍ର ବରଗଡ ଜିଲ୍ଲା ର ସମସ୍ତ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଠାରୁ ଆରମ୍ଭ କରି ସହରାଞ୍ଚଳ,ଗ୍ରାମାଞ୍ଚଳରେ ମାଁ ମାନେ…

କ୍ରୀଡ଼ା ଭିତ୍ତିଭୂମି ବିକାଶ ନେଇ ବବିଙ୍କ ସ୍ୱତନ୍ତ୍ର ଯୋଜନା

ବାରିପଦା ଷ୍ଟାଡ଼ିୟମର ହେବ ଉନ୍ନତି କରଣ ଦିବା-ରାତ୍ର କ୍ରୀଡ଼ା ପାଇଁ ଲାଗିବ ଫ୍ଲଡ଼ ଲାଇଟ ଫ୍ଲଡ଼ ଲାଇଟରେ ହେବ ଏମପିଏଲର ଫାଇନାଲ ମ୍ୟାଚ ବାରିପଦା( ଦିଲ୍ଲୀପ ମହାନ୍ତି )-ମୟୂରଭଞ୍ଜ ଜିଲ୍ଲାରେ କ୍ରୀଡ଼ାର ଭିତ୍ତିଭୂମି ବିକାଶ ପାଇଁ ସ୍ୱତନ୍ତ୍ର ନଜର ଦେଇଛନ୍ତି ବିଜେଡ଼ି…

ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ଶହୀଦ୍ ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି ଶହୀଦ୍ ଦିବସ। ଏନ୍ ସି ସି ନେଭାଲ ଓ ଆର୍ମି ୱାଙ୍ଗର ସମର ଶିକ୍ଷାର୍ଥୀ ମାନଙ୍କ ଗ୍ରହଣରେ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଉପଲକ୍ଷେ ଶହୀଦ୍ ଦିବସ ପାଳିତ…

ଜାତୀୟ କନ୍ୟା ସନ୍ତାନ ସପ୍ତାହ–୨୦୨୧ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତୀୟ କନ୍ୟା ସନ୍ତାନ ସପ୍ତାହ ପାଳନ ଅବସରରେ ପାରଳାଖେମୁଣ୍ଡି ସ୍ଥିତ ବଡ଼ ବ୍ରାହ୍ମଣ ସାହିରେ "ଆକାଂକ୍ଷା" ମହିଳା ସଂଗଠନ ତରଫରୁ ଜାତୀୟ କନ୍ୟା ସନ୍ତାନ ସପ୍ତାହ--୨୦୨୧ ପାଳିତ ହୋଇଯାଇଛି।  "ଆକାଂକ୍ଷା" ମହିଳା ସଂଗଠନ  ସମ୍ପାଦୀକା ଶ୍ରୀମତି…

ହାତୀ ଉପଦ୍ରବ : ରାତିହେଲେ ନିଦ ହଜିଯାଉଛି ମୁଂଢ଼େର ବାସୀଙ୍କର

 ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ-  ପୁଣି ଦନ୍ତା ଆତଙ୍କରେ ଭୟଭୀତ ମୁଂଢ଼େର ଅଂଚଳ । ସମ୍ଵଲପୁର ମୁଂଢ଼େରରେ ହାତୀ ଆତଙ୍କ ଯୋଗୁଁ ଅଞ୍ଚଳବାସୀ ଭୟଭୀତ। ବାରମ୍ବାର ଅଭିଯୋଗ ସତ୍ତ୍ୱେ ବନବିଭାଗ ଚୁପ।    ରାତିହେଲେ ନିଦ ହଜିଯାଉଛି ମୁଂଢ଼େର ବାସୀଙ୍କର। ଏପରିକି ଘରେ ଖିଆ ପିଆ ମଧ୍ୟ ବନ୍ଦ ହେଇଯାଉଛି।…

 ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଘେରାଓ।

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ:  ରାଜ୍ୟରେ ବିଭିନ୍ନ ଧାନ ମଣ୍ଡିରେ ଥିବା ଅବ୍ୟବସ୍ଥା ସହ ଚାଷୀ ଙ୍କ ଧାନ ନ ଉଠିବା ପ୍ରସଙ୍ଗରେ ପୁଣି ବିଜେପି  ଆରମ୍ଭ କରିଛି ଆନ୍ଦୋଳନ । ପଶ୍ଚିମ ଓଡ଼ିଶାର ପାଞ୍ଚ ଲୋକସଭା କ୍ଷେତ୍ର ସହ ବୌଦ୍ଧ ଜିଲା ରେ ମଧ୍ୟ ହେଉଛି ଏହି ଆନ୍ଦୋଳନ । ଆଜି ସମସ୍ତ ଜିଲ୍ଲାର…

ଟ୍ରକ ବାଇକ ଧକ୍କା: ବଂଚାଇଦେଲା ହେଲମେଟ

ସମ୍ବଲପୁର (ରମାକାନ୍ତ ବିଶ୍ବାଳ)-  ୫୬ ନମ୍ବର ଜାତୀୟ ରାଜପଥ ସିନ୍ଦୁରପଙ୍କ ରେଲୱେ ବ୍ରିଜ ନିକଟରେ ଟ୍ରକ ଓଆରଏ ୧୫୩୫ ଓ ଏକ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ବାଇକ ଆରୋହୀ ଗୁରୁତର ହୋଇ ରାସ୍ତାରେ ପଡିରହିଥିଲେ ।   ଘଟଣାପରେ ରାଜପଥ ଲୋକାରଣ୍ୟ ଥିବା ଦେଖି ସେହି ରାସ୍ତାରେ ଯାଉଥିବା ୟୁଏମଏଚୟୁ…

ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ । 

ଝାରସୁଗୁଡ଼ା/ସୁବାସ ସାହରେ   -କୋଲାବିରା ତହସିଲଦାର ଗୋଲକ ବିହାରୀ ମଙ୍ଗରାଜଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉପଲକ୍ଷେ ଏକ ସଭା ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ସରୋଜ କୁମାର ସାମଲ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପୁଷ୍ପଗୁଚ୍ଛ , ଉତ୍ତରୀୟ ଓ…

ଶହୀଦ ଦିବସ ଅବସରରେ ମାଲ୍ୟାର୍ପଣ ଓ ନୀରବ ପ୍ରାର୍ଥନା ସଭା ଅନୁଷ୍ଠିତ । 

ଝାରସୁଗୁଡ଼ା/ସୁବାସ ସାହରେ  - ଶହୀଦ ଦିବସ ଅବସରରେ ସ୍ଥାନୀୟ ସର୍କିଟ ହାଉସଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ନୀରବ ପ୍ରାର୍ଥନା ସଭା ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜିଲ୍ଲାପାଳ ମହାତ୍ମା ଗାନ୍ଧୀଙ୍କ…