ବିଜେଡି ଉଠାଇଲା ମହିଳା ସଂରକ୍ଷଣ ପ୍ରସଙ୍ଗ

ରାଜ୍ୟସଭାରେ ଦାବି ଉପସ୍ଥାପନା କଲେ ସଂସଦ ସସ୍ମିତ  ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ରାଜ୍ୟସଭାରେ ବିଜେଡି ଉଠାଇଲା ମହିଳା ସଂରକ୍ଷଣ ପ୍ରସଙ୍ଗ | ବିଜେଡ଼ି ସାଂସଦ ସସ୍ମିତ ପାତ୍ର ଆଜି ରାଜ୍ୟସଭାରେ ମହିଳାଙ୍କ ସଂରକ୍ଷଣ ଦାବି ଉଠାଇ ଓଡିଆ ଭାଷାରେ ନିଜର ଦାବି ଉପସ୍ଥାପନ କରିଥିଲେ  । ଆଜି…

ସଡକ ସୁରକ୍ଷା ମାସ : ୩୦ ଉତ୍ତମ ସାହାଯ୍ୟକାରୀ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା 

କଳାହାଣ୍ଡି /ତୁଳମଣି ନାଗ ( ଶାସକ ପ୍ରଶାସକ) ପୋଲିସ୍, ଆରଟିଓ ଏବଂ ପ୍ରଶାସନ ଦ୍ଵାରା ସଡକ ସୁରକ୍ଷା ମାସ ପାଳନ କରାଯାଇଅଛି। ଉଦଯାପନୀ  ସମାରୋହର ଏକ ଅଂଶ ଭାବରେ, ସମଗ୍ର ଜିଲ୍ଲାରେ ଉତ୍ତମ ସାହାଯ୍ୟକାରୀ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା |  ଯେଉଁମାନେ କି କୌଣସି …

ଜିଲ୍ଲାରେ ଆରମ୍ଭ ହେଲା “ଶିଶୁ ସମ୍ପର୍କ ଯାତ୍ରା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ନିକଟସ୍ଥ ବ୍ରାହ୍ମଣ ସୀତାପୁର ଠାରେ ଜିଲ୍ଲା ଶିଶୁ କଲ୍ୟାଣ ସମିତି ତରଫରୁ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ "ଶିଶୁ ସମ୍ପର୍କ ଯାତ୍ରା"ର ଆୟୋଜନ କରାଯାଇଥିଲା। ଏହି ଯାତ୍ରାରେ କିଶୋର ନ୍ୟାୟ ବୋଡ଼ର୍ର ସଦସ୍ୟା…

ଓଡିଶା ସ୍କିଲ ଡ଼େଭଲପମେଣ୍ଟ ଅଧ୍ଯକ୍ଷଙ୍କ ଚନ୍ଦ୍ରଗିରି ଶିଳ୍ପ ଓ ତାଲିମ କେନ୍ଦ୍ର ପରିଦର୍ଶନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଳକ୍ ନିକଟସ୍ଥ ଚନ୍ଦ୍ରଗିରି ଶିଳ୍ପ ଓ ତାଲିମ କେନ୍ଦ୍ରକୁ ମଙ୍ଗଳବାର ଦିନ ଦିନିକିଆ ଗ୍ରସ୍ଥରେ ଆସିଥିଲେ ଓଡ଼ିଶା ସ୍କିଲ ଡେଭଲପମେଣ୍ଟର ଅଧ୍ୟକ୍ଷ ସୁବ୍ରତ ବାଗଚୀ। ସେ ପୂର୍ବାହ୍ନରେ ତାଲିମ କେନ୍ଦ୍ରରେ ପହଞ୍ଚି ଉପସ୍ଥିତ…

ଗୋବରଧନ ଯୋଜନାର ଏକୀକୃତ ପୋର୍ଟାଲ 

ଦେଶର କୋଣ ଅନୁକୋଣରେ ସ୍ୱଚ୍ଛତାର କ୍ରାନ୍ତି ଆଣିବା ଲକ୍ଷ୍ୟ-ଧର୍ମେନ୍ଦ୍ର ପ୍ରଧାନ  ବର୍ଜ୍ୟ ବସ୍ତୁରୁ ସ୍ୱଚ୍ଛ ଇନ୍ଧନ ଉତ୍ପାଦନ  କରିବା ପାଇଁ ଗୋବରଧନ ଯୋଜନା  ପ୍ରଧାନମନ୍ତ୍ରୀଙ୍କ ୱେଷ୍ଟ ଟୁ ୱେଲଥ୍ ମନ୍ତ୍ରକୁ ସଫଳ ପାଇଁ ଉଦ୍ୟମ  ଅନ୍ନଦାତାଙ୍କୁ ଉର୍ଜାଦାତା କରିବା ପାଇଁ ଯୋଜନା …

କଳା ସମୃଦ୍ଧ ହେଲେ ଭାରତର ପରିଚୟ ଦୁନିଆ ସାମ୍ନାରେ ପ୍ରତିଫଳିତ ହେବ

‘କଳା ଭାରତ ଆତ୍ମନିର୍ଭର ଅଭିଯାନ’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଦେଶର ସବୁ ରାଜ୍ୟର ରାଜଧାନୀ ପର୍ଯ୍ୟନ୍ତ ‘କଳା ଭାରତ ଆତ୍ମନିର୍ଭର ଅଭିଯାନ’ କାର୍ଯ୍ୟକ୍ରମକୁ ପହଁଚାଇବା ସହ ସ୍ଥାନୀୟ କଳା କୌଶଳକୁ ପ୍ରୋତ୍ସାହନ ଦେବା ପାଇଁ ପରାମର୍ଶ ଦେଲେ ଧର୍ମେନ୍ଦ୍ର ପ୍ରଧାନ…

ଚାରିଗୋଟି ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବରେ ଗ୍ରହଣ କଲେ ବିଧାୟକ

ବରଗଡ :- ବିଦ୍ୟାଳୟ ଗୁଡିକୁ ସୁନ୍ଦର ଓ ଆକର୍ଷଣୀୟ କରିବା ଓ ପୁରାତନ ଛାତ୍ର ତଥା ସ୍ଥାନୀୟ ଲୋକଙ୍କୁ ସିଧାସଳଖ ସ୍କୁଲ ସହିତ ଯୋଡିବା ପାଇଁ ରାଜ୍ୟ ସରକାରଙ୍କର ଏକ ପ୍ରୟାସ ମୋ ସ୍କୁଲ ଅଭିଯାନ । ଏହିକ୍ରମରେ ନିଜ ବିଦ୍ୟାଳୟ ପାଇଁ ପୁରାତନ ଛାତ୍ର ମାନେ ଅନୁଦାନ ଦେଇ ନିଜ ସ୍କୁଲର ବିଭିନ୍ନ ସମସ୍ୟା…

ବିଷାକ୍ତ ଫଳ ଖାଇ ୮ଶିଶୁ ଅସୁସ୍ଥ ।

ମାଲକାନଗିରି(ବି ଶ୍ରୀନିବାସ ପାତ୍ର) ଜିଲ୍ଲାର ସିନ୍ଧ୍ରି ମାଳ ପଞ୍ଚାୟତ ବରକୋଳିଗୁଡା ଓ ଇଜରିଆଗୁଡା ଗ୍ରାମରେ ଘଟିଛି ଏହି ଅଘଟଣ । ଏହି ଗ୍ରାମରେ ନିକଟରେ ଥିବା ଅଙ୍ଗନବାଡି କେନ୍ଦ୍ରର ପାଖରେ ଥିବା ବିଷାକ୍ତ ଫଳ ଖାଇ ୮ ଜଣ ଶିଶୁ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କ ମଧ୍ୟରେ ୨ଜଣ ପୁଅ ଓ…

ଝଲମଲ ଝଲସିଲା ରାଜପଥ ….

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କଟକ-ପୁରୀ ବାଇପାସ୍‌ ରୋଡରେ ଏଲଇଡି ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା ଲୋକାର୍ପିତ  ଭୁବନେଶ୍ବର :  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭୁବନେଶ୍ବରର ଟଙ୍କପାଣି ରୋଡସ୍ଥିତ ସାଇମନ୍ଦିର ଛକ ଠାରେ କଟକ-ପୁରୀ ବାଇପାସ୍‌ ରୋଡରେ ଏଲ୍‌ଇଡି ଷ୍ଟ୍ରିଟଲାଇଟ…

ଶିଷକେଲା ଠାରେ ବିଜେଡି ଦଳୀୟ କର୍ମୀ ସମାବେଶ 

ଟିଟିଲାଗଡ,( ଗୌରବ ଦର୍ଜୀ):  ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ଶିଷକେଲା ଖେଳ ପଡିଆଠାରେ ଆଜି ବିଜେଡି ର ଦଳୀୟ କର୍ମୀ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତେବେ ଏଥିରେ ବିଜେଡି ସଇଁନ୍ତଳା ବ୍ଳକ ସଭାପତି ଦିଲିପ ରାଜପଲିଆ ସଭା ପରିଚାଳନା କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ…