ଜେଲରେ ରାଶନ ସାମଗ୍ରୀ ବିକ୍ରୟ ଆରମ୍ଭ , ଅନ୍ତେବାସି ଙ୍କୁ ଜେଲଭିତରେ ସ୍ୱବାଲମ୍ବୀ କରିବା ପାଇଁ ଅଭିନଵ ପ୍ରୟାସ ।

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଲ : ସମ୍ବଲପୁର ମଣ୍ଡଳ କାରାଗାରରେ ଆଜିଠୁ ଆରମ୍ଭ ହେଲା ଫୁଡ ପ୍ରସେସିଙ୍ଗ ୟୁନିଟ୍ ଏଣିକି ପ୍ରାୟ ସମସ୍ତ ପ୍ରକାରର ରାଶନ ସାମଗ୍ରୀ ସୁଲଭ ମୂଲ୍ୟରେ ପାଇପାରିବେ ସମ୍ବଲପୁର ସହରବାସୀ  , ସେପଟେ ଶୁଦ୍ଧ ତଥା ସଠିକ ଓଜନର ସାମଗ୍ରୀ ଗୋଟିଏ ସ୍ଥାନରେ ଲୋକେ ସୁବିଧା…

ରହେଞ୍ଚୁଆ ରେ ଶିବ ମନ୍ଦିର ପ୍ରତିଷ୍ଠା ପାଇଁ ସଜବାଜ। 

ଟିଟିଲାଗଡ, ( ଗୌରବ ଦର୍ଜୀ)- ତେନ୍ତୁଳୀଖୁଣ୍ଟି ନିକଟରେ ଖରାଳୀ ଗ୍ରାମରେ ପ୍ରକୃତିରେ ଭରା ହୋଇଥିବା ସୌନ୍ଦର୍ଯ୍ୟରେ ପରିପୂର୍ଣ ଥିବା ପାହାଡ ତଥା ଋଷି ଗୁମ୍ଫା ବ୍ରାହ୍ମଣୀ ପାହାଡ଼ ରାହେଞ୍ଚୁଆ ନାମରେ ବେଶ ପରିଚିତ ।  ପ୍ରାୟ 25 ବର୍ଷ ପୁରୁଣା ମନ୍ଦିର ଯାହା ଏହି ଅଂଚଳର ଏକ ପର୍ଯ୍ୟଟନ ସ୍ଥଳୀ…

ଚଳିତ ବର୍ଷ ରେଳ ବଜେଟରେ ଓଡିଶାକୁ ମିଳିଲା ୬ ହଜାର ୯୯୫.୫୮ କୋଟି ଟଙ୍କା ଅନୁଦାନ

ରେଳ ବଜେଟରେ ବର୍ତମାନ ସୁଦ୍ଧା ଓଡିଶାକୁ ରେକର୍ଡ ପରିମାଣ ୩୬,୧୦୭ କୋଟି ଟଙ୍କାର ଅନୁଦାନ ମିଳିଥିବାରୁ ପ୍ରଧାନମନ୍ତ୍ରୀ ଏବଂ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି ଭୁବନେଶ୍ୱର: କେନ୍ଦ୍ରୀୟ ରେଳ ବଜେଟ ୨୦୨୧-୨୨ ଆର୍ଥୀକ ବର୍ଷ ପାଇଁ ଓଡିଶାକୁ ୬ ହଜାର ୯୯୫.୫୮ କୋଟି ଟଙ୍କା…

ଧାନ ବିକ୍ରୟର ଲକ୍ଷ୍ୟ ବଢ଼ାଇବା ପାଇଁ ଚାଷୀଙ୍କ ମନ୍ତ୍ରୀଙ୍କୁ ଅନୁରୋଧ।

ଝାରସୁଗୁଡ଼ା :(ସୁଭାଷ ସହାରେ) : ଗତ ୩ ତାରିଖରେ ଝାରସୁଗୁଡ଼ା ଜିଲ୍ଲା କୃଷକ ସଂଗଠନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଝାରସୁଗୁଡ଼ା ବିଧାୟକ ଶ୍ରୀ ନବକିଶୋର ଦାସଙ୍କୁ ସାକ୍ଷାତ କରି ଧାନ ବିକ୍ରୟ ଜନିତ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ମନ୍ତ୍ରୀଙ୍କୁ ଧାନ କ୍ରୟ ସଂପର୍କରେ କୌଣସି ଲକ୍ଷ୍ୟ ନ ଥିବା…

ବିମାନବନ୍ଦରର ଆଖପାଖ ଅଞ୍ଚଳରେ ନିଆଁ ଲାଗିଲା।

ଏୟାରପୋର୍ଟ ନିର୍ଦ୍ଦେଶକ ଡାକିଲେ ଜରୁରୀକାଳୀନ ବୈଠକ। ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ନିକଟବର୍ତ୍ତୀ ଅଞ୍ଚଳରେ ହଠାତ ନିଆଁ ଲାଗି ଅନେକ ଅଞ୍ଚଳକୁ ବ୍ୟାପି ଯାଇଥିବାର ଖବର ଆସିଛି। ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିବା…

ଦ୍ବିତୀୟ ଦିନରେ ନବଜୀବନ ଟ୍ରଷ୍ଟ ଉପଶମ କେନ୍ଦ୍ରରେ “ଶିଶୁ ସମ୍ପର୍କ ଯାତ୍ରା “

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ନବଜୀବନ ଅନ୍ଧ ଓ ଉପଶମ କେନ୍ଦ୍ର ତଥା ଶିଶୁ ଯତ୍ନ ଅନୁଷ୍ଠାନ ପରିସରରେ   ଜିଲ୍ଲା ଶିଶୁ କଲ୍ୟାଣ ସମିତି ପକ୍ଷରୁ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ସହାୟତାରେ ଦ୍ବିତୀୟ ଦିନରେ "ଶିଶୁ ସମ୍ପର୍କ ଯାତ୍ରା"   …

ବିଶ୍ବ କର୍କଟ ଦିବସ-୨୦୨୧ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବିଶ୍ବ କର୍କଟ ଦିବସ-୨୦୨୧ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହୋଇଯାଇଛି ।  ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ…

ବନ୍ଧା ହେଲେ ସାଇବର ରୋମିଓ

ଭବାନୀପାଟଣା ସହରରେ ଜଣେ ନାବାଳକିଙ୍କୁ ଫେସବୁକ୍  ଇନଷ୍ଟାଗ୍ରାମରେ  ଯୌନ ନିର୍ଯ୍ଯାତନା ଦେଇ  ଯୁବକ ଗିରଫ । କଳାହାଣ୍ଡି/ତୁଳମଣି ନାଗ(ଶାସକ ପ୍ରଶାସକ)-ଭବାନୀପାଟଣା ଟାଉନ୍ ଥାନା ଅନ୍ତର୍ଗତ ଜଣେ ନାବାଳିକାଙ୍କୁ ଫେସବୁକ୍ ଇନଷ୍ଟାଗ୍ରାମରେ  ଯୌନ ନିର୍ଯ୍ଯାତନା ଓ ଧମକ  ଦେଇ ଜଣେ ୨୬ ବର୍ଷିୟ…

ଆଇଓସିଏଲ ପାଇପ ଲାଇନରୁ ଚୋରି ଉଦ୍ୟମ ଅଭିଯୋଗ।

ରେଢାଖୋଲ ( ଅନିଲ କୁମାର ପୃଷ୍ଟି )  ଭାରତୀୟ ତୈଳ ନିଗମ(ଆଇଓସିଏଲ) ର ପାରାଦ୍ୱୀପ- ରାଞ୍ଚି ପାଇପ ଲାଇନର ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅନ୍ତର୍ଗତ ଖଜୁରିଝରଣ ଗ୍ରାମ ନିକଟରେ ପାଇପରୁ ତେଲ ଚୋରି ଉଦ୍ୟମ ହୋଇ ଥିବା ନେଇ ରେଢ଼ାଖୋଲ ଥାନାରେ ଗୁରୁବାର ଲିଖିତ ଅଭିଯୋଗ କରାଯାଇଛି।ଏ ନେଇ…

ବାଇକ ଦୁର୍ଘଟଣାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୁରୁତର ଆହତ।

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥ  ତଥା ରେଢ଼ାଖୋଲ- ନାକଟିଦେଉଳ ରାସ୍ତାର ଡିମିରିକୁଦା  ଗ୍ରାମ ନିକଟରେ   ଆଜି ଅପରାହ୍ନରେ ବାଇକ ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକର ପୂର୍ବତନ  ଅଧ୍ୟକ୍ଷ ସୁଦର୍ଶନ ସାହୁ ଗୁରୁତର ଆହତ…