କରୋନା ବିରୁଦ୍ଧରେ ବିଏମସିର ସ୍ୱତନ୍ତ୍ର ପଦକ୍ଷେପ : ନିରାଶ୍ରୟଙ୍କ ପାଇଁ କୋଭିଡ ଟିକା
ଭୁବନେଶ୍ୱର,(ଶାସକ ପ୍ରଶାସକ) ; ଅନ୍ତର୍ଭୁକ୍ତିକରଣରେ ନିଜକୁ ପ୍ରତିପାଦନ କରିଛି ଓଡ଼ିଶାର ରାଜଧାନୀ ଭୁବନେଶ୍ୱର । ଏହି ରଣନୀତି ଏକ ସାମାଜିକ ପ୍ରତିଷ୍ଠା ଦେବା ସହିତ ସମସ୍ତ ବର୍ଗର ନାଗରିକଙ୍କୁ ଦେଇଛି ନିଜର ସମ୍ମାନ । ଏହାର ଏକ ନିଦର୍ଶନ ସ୍ୱରୂପ ଆଜି ଭୁବନେଶ୍ୱର ମହାନଗର ନିଗମ (ବି ଏମ୍…