ସ୍ୱର୍ଗତ ବିଜୟ କୁମାର ସାହୁଙ୍କ ଶେଷକୃତ୍ୟ ସଂପନ୍ନ

0 2

ଭୁବନେଶ୍ୱର : ବିଶିଷ୍ଟ ଶିକ୍ଷାବିତ୍ ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ସ୍ୱର୍ଗତ ବିଜୟ କୁମାର ସାହୁଙ୍କ ଶେଷକୃତ୍ୟ ଆଜି ଭୁବନେଶ୍ୱର ସତ୍ୟନଗରଠାରେ ସଂପନ୍ନ ହୋଇଯାଇଛିା

ସ୍ୱର୍ଗତ ସାହୁଙ୍କ ପାର୍ଥିବ  ଶରୀର ସତ୍ୟନଗର ଶ୍ମଶାନଠାରେ ପହଂଚିବା  ପରେ ପ୍ରଶାସନ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସନତ କୁମାର ମହାନ୍ତି, ଭୁବନେଶ୍ୱର ଡିସିପି ଶ୍ରୀ ଉମାଶଙ୍କର ଦାଶ, ଖୋର୍ଦ୍ଧାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ପାଢ଼ୀ ପ୍ରମୁଖ ପୁଷ୍ପଗୁଚ୍ଛ ପ୍ରଦାନପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲୋ ଏହି ଅବସରରେ ପୁଲିସ ବାହିନୀ ପକ୍ଷରୁ ସ୍ୱର୍ଗତ ସାହୁଙ୍କ ଉଦ୍ଦେଶ୍ୟରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲାା 

Leave A Reply

Your email address will not be published.