କେନ୍ଦ୍ର ସରକାରଙ୍କ ପାଖରେ ସିସିଆଇଏମର ପ୍ରସ୍ତାବ ; ଆୟୁଷ ଡାକ୍ତରମାନଙ୍କୁ ଅସ୍ତ୍ରୋପଚାର କରିବାକୁ ଦିଆଯାଉ।
ବିରୋଧ କଲେ ଡାକ୍ତର ସଂଘ, ଅନଶନରେ ବସିଲେ ସଂଘର କର୍ମକର୍ତ୍ତା।
ସମର୍ଥନ ଜଣାଇଲେ ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ।
ଝାରସୁଗୁଡ଼ା :(ସୁଭାଷ ସହାରେ) : କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଓ ସିସିଆଇଏମ (ସେଣ୍ଟ୍ରାଲ କାଉନସିଲ ଅଫ ଇଣ୍ଡିଆନ ମେଡିସିନ ତରଫରୁ ଆୟୁଷ…