ପଦ୍ମପୁର ବାଳିକା ହାଇସ୍କୁଲକୁ “ସେଣ୍ଟର ଅଫ୍ ଏକ୍ସସେଲେନ୍ସ୍” ଘୋଷଣା କଲେ ଓଡିଶା ସରକାର
ପଦ୍ମପୁର(ଶାସକ ପ୍ରଶାସକ) “କରିବା ଓ ଶିଖିବା” ଉକ୍ତିର ସଫଳ ରୂପାୟନ କରିବାର ଉଦ୍ଦେଶ୍ୟ ନେଇ ବାଳିକା ହାଇସ୍କୁଲ ପଦ୍ମପୁରରେ ଆରମ୍ଭ ହୋଇଛି “ସ୍ୱୟଂସିଦ୍ଧା” କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କ ସ୍ୱପ୍ରସ୍ତୁତ ପ୍ରକଳ୍ପ ପ୍ରଦର୍ଶିତ ହୋଇଛି । ଏହି ‘ସ୍ୱୟଂସିଦ୍ଧା’ …