ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ମିଳନୀ ଉଦଘାଟନ କଲେ ଜିଲ୍ଲାପାଳ ।

ମାଲକାନଗିରି ତା:- (ବି ଶ୍ରୀନିବାସ ପାତ୍ର)- ଶନିବାର ଆଜି ଦିବା 11. 00 ଘଣ୍ଟିକାରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକଏବଂ ଅଭିଭାବକ ସମ୍ମିଳନୀରେ   ମାନ୍ୟବର ଜିଲ୍ଲାପାଳ ୱାୟୀ ବିଜୟ ଯୋଗ ଦେଇ କାର୍ଯ୍ୟକ୍ରମ ର ଉଦଘାଟନ କରିଥିଲେ l ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ କହିଥିଲେ…

ପୋଲିସ ବିଭାଗ ଓ ଡିଗ୍ରୀ ମହାବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ।

ମାଲକାନଗିରି,(ବି ଶ୍ରୀନିବାସ ପାତ୍ର)  ମାଲକାନଗିରି ଜିଲ୍ଲାର କୁଡୁମୁଲୁଗୁମ୍ମା ସ୍ଥିତ ଡାରଉଇନ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ଆରମ୍ଭ କରାଯାଇଛି ସଡକ ସୁରକ୍ଷା ସଚେତନତା ସୃଷ୍ଟି ଅଭିଯାନ । ଆଜିର କାର୍ଯ୍ୟକ୍ରମ ରେ ଓର୍କେଲ ପୋଲିସ ବିଭାଗର ଥାନାଧିକାରୀ ଶ୍ରୀ ସୌମେନ୍ଦ୍ର…

ରାୟଗଡ ପଞ୍ଚାୟତ ସମିତି ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତର ବିକାଶ ନେଇ ପ୍ରଶାସନ ସର୍ବଦା ତତ୍ପର

 ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ତରଫରୁ ହାତକୁ ନିଆଯାଇଛି ବହୁ ଉନ୍ନତି ମୂଳକ କାର୍ଯ୍ୟ : ଜିଲ୍ଲାପାଳ  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଥିବା ରାୟଗଡ ପଞ୍ଚାୟତ ସମିତି ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି…

ଗଙ୍ଗଶିଉଳି ଫୁଲ ଭଳି ସ୍ୱଳ୍ପ ଜୀବନ କାଳରେ ଓଡ଼ିଆ ଭାଷା ସାହିତ୍ୟର ବିକାଶ ଏବଂ ସାଧନା ପାଇଁ ପ୍ରାବନ୍ଧିକ ପଣ୍ଡିତ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଗବେଷକ ପଣ୍ଡିତ ପ୍ରାବନ୍ଧିକ ଶ୍ୟାମସୁନ୍ଦର ରାଜୁଗୁରୁଙ୍କ ୧୫୬ତମ ଜୟନ୍ତୀ ଯଥାରୀତିରେ ପାଳନ ହୋଇସାରିଛି। ଓଡ଼ିଶା ସାହିତ୍ୟ ଏକାଡେମୀର ଗଜପତି ଜିଲ୍ଲା ସଦସ୍ୟ ବିଚିତ୍ରାନନ୍ଦ…

ଭୂମିହୀନ ଙ୍କୁ ଜମିପଟା ବଣ୍ଟନ କଲେ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ

ବରଗଡ :- ନିଜର ଖଣ୍ଡେ ଜମି ଓ ସେହି ଜମିରେ ନିଜର ଖଣ୍ଡେ ଘର ଜଣେ ଗରିବ ଲୋକର ସ୍ୱପ୍ନ କେବଳ ଏତିକି । ନିଜ ଜମିରେ ଘରଖଣ୍ଡେ କରି ନିଜର ପରିବାର ସହିତ ଖୁସିରେ  ଜୀବନଯାପନ କରିବାର ସ୍ୱପ୍ନକୁ ପୂରଣ କରିବା ପାଇଁ ଜଣେ ଭୂମିହୀନକୁ କେତେ କଷ୍ଟ ଓ ପରିଶ୍ରମ କରିବାକୁ ପଡିଥାଏ ତାର ସୀମା ନାହିଁ…

ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଭିନବ ପ୍ରୟାସ, ଚିତ୍ର ମଧ୍ୟରେ ସଚେତନତାର ବାର୍ତ୍ତା

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ I ଯାହା କି ୧୯୭୯ ମସିହାରେ ଗଠିତ ହୋଇ ଥିଲା I ଘୁ.ଉଦୟଗିରି ବିଜ୍ଞାପିତ ଅଂଚଳ ପରିଷଦ ଜିଲ୍ଲାର ଅତି ପୁରାତନ ବିଜ୍ଞାପିତ ଅଂଚଳ ପରିଷଦ I ବିଜ୍ଞାପିତ ଅଞ୍ଚଳ ପରିଷଦର ବାସୀନ୍ଧାଙ୍କୁ ସରକାରୀ ଯୋଜନା…

SHASAK EXCLUSIVE : ଚାକିରୀ କରାଇଦେବାକୁ ନେଇ ବାରମ୍ବାର ଦୁଷ୍କର୍ମ

ନାବାଳିକାଙ୍କୁ ଦୁଷ୍କର୍ମ ପରେ ମାଡ଼ମାରି ଯୁବକ ଫେରାର  ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ବଇଦପାଳି ଗ୍ରାମର ଜଣେ ଷୋହଳ ବର୍ଷୀୟା ନାବାଳିକା କୁ ସେହି ଗ୍ରାମର ଟଂକଧର ଘିବେଳା ନାମକ ଜଣେ ଯୁବକ ଗତ ମାସ ୩୧ ତାରିଖ ସନ୍ଧ୍ୟାରେ ଚାକିରୀ କରାଇଦେବା ନାଁରେ ଭୂତେଇ ନେଇ ଯାଇଥିଲା…

ଆଇଏମ୍ଏସ୍ ଆଣ୍ଡ ସମ୍ ନୂତନ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଯୋଗ ଶିକ୍ଷା ପ୍ରଦାନ

ଭୁବନେଶ୍ୱର, : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ  ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଚଳିତ ବର୍ଷ ନୂତନକରି ଯୋଗ ଦେଇଥିବା ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରାଯାଇଛି । ଡକ୍ଟର୍ସ ଓରିଏଂଟେସନ୍ ପ୍ରୋଗ୍ରାମ୍ -୨୦୨୧ ଅବସରରେ ଗତ…

ଜୁନାଗଡ଼ ପୋଲିସ ଆନୁକୂଲ୍ୟରେ ରକ୍ତଦାନ ଶିବିର ।।

କଳାହାଣ୍ଡି/ତୁଳମଣି ନାଗ(ଶାସକ ପ୍ରଶାସକ)ଗତକାଲି  ଜୁନାଗଡ ପୋଲିସ ଆନୁକୂଲ୍ୟରେ ଜୁନାଗଡ ଅଗ୍ରେସନ  ଭବନ ଠାରେ ଏକ ରକ୍ତ ଦାନ ଶିବିର  ଅନୁଷ୍ଠିତ ହୋଇଯାଇଛି । ସରକାର ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତ ଦାନ ଶିବିର ରେ କଳାହାଣ୍ଡି ଜୁନାଗଡ ଥାନା ଓ ଆଇ ସି ଉତ୍ତମ କୁମାର ସାହୁ , ବରିଷ୍ଠ…

 ଏକାମ୍ର କ୍ଷେତ୍ର ସମ୍ବନ୍ଧୀୟ ଏନଏମଏ ଉପ-ନିୟମ ପ୍ରତ୍ୟାହାର ଦାବିରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସଂସଦୀୟ ଦଳ…

ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଏକାମ୍ରକ୍ଷେତ୍ରର ଅନନ୍ତ ବାସୁଦେବ ଏବଂ ବ୍ରହ୍ମେଶ୍ୱର ମନ୍ଦିର ଉପରେ ଜାତୀୟ ସ୍ମାରକୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ବିଜ୍ଞପିତ ଚିଠା ଉପନିୟମକୁ ନେଇ ସେବାୟତ, ଶ୍ରଦ୍ଧାଳୁ ତଥା ସ୍ଥାନୀୟ ଅଧିବାସୀଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିବା ଆଜି ବିଜୁ ଜନତା ଦଳ…