ଚାଷୀ ସମସ୍ୟା ସମାଧାନ ଦାବିରେ ବିଜେପି ର ଚକାଜାମ ଆନ୍ଦୋଳନ।
ସମ୍ବଲପୁର ରୁ ରମାକାନ୍ତ ବିଶ୍ୱାଳ - ସାରା ରାଜ୍ୟରେ ଲାଗିରହିଥିବା ଚାଷୀ ଓ ଧାନ ବିକ୍ରିର ସମସ୍ୟାର ସମାଧାନ ଦାବୀ ରେ ବିଜେପି ପକ୍ଷରୁ ପଶ୍ଚିମାଞ୍ଚଳ ର ୧୦ଟି ଜିଲ୍ଲା ରେ ଚକାଜାମ ଆନ୍ଦୋଳନ କରାଯାଇଥିଲା । ବିଜେପି ପକ୍ଷରୁ ସକାଳ ୧୦ ଟା ରୁ ଦିନ ଗୋଟିଏ ଯାଏ ଘଣ୍ଟା ତିନି ଘଣ୍ଟା ଧରି ଏହି…