ସମ୍ବଲପୁର ପୋଲିସ ଦ୍ବାରା ରେଢ଼ାଖୋଲ ଥାନା ପରିସରରେ ରକ୍ତଦାନ ଶିବିର , ୧୩୦ ୟୁନିଟ ରକ୍ତ ସଂଗ୍ରହ
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ପରିସରରେ ଶନିବାର ସମ୍ବଲପୁର ପୋଲିସ ଦ୍ବାରା ଏକ ସ୍ବତନ୍ତ୍ର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମୋ ସରକାର ୫ଟି ସେଲ ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ବତୁଲା ଗଙ୍ଗାଧରଙ୍କ ନିର୍ଦ୍ଦେଶ କ୍ରମେ ଏହି ରକ୍ତଦାନ ଶିବିର…