କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଆର୍ଥିକ ଅନିୟମିତତା ଓ କୃଷିଋଣ ଜାଲିଆତି ଘଟଣା
ଗୁରୁଡ଼ିଝାଟିଆ ସେବା ସମବାୟ ସମିତିର ପିଅନ ପ୍ରବୋଧ ପରିଡ଼ା ଚାକିରିରୁ ବହିଷ୍କୃତ
ଭୁବନେଶ୍ୱର, (ଶାସକ ପ୍ରଶାସକ) : କଟକ କେନ୍ଦ୍ର ସମବାୟ ବ୍ୟାଙ୍କ, ଆଠଗଡ଼ ଶାଖା ଅଧୀନରେ ଥିବା ଗୁରୁଡ଼ିଝାଟିଆ ସେବା ସମବାୟ ସମିିତିରେ କୃଷି ଋଣ ଜାଲିଆତି ଓ ଆର୍ଥିକ ଅନିୟମିତତା ଘଟଣାରେ ଗୁରୁଡ଼ିଝାଟିଆ ସେବା…