ଗ୍ରୁପ ଋଣ ପରିଶୋଧ ନାମରେ କୋଟିଏରୁ ଅଧିକ ଟଙ୍କା ଠକି ପରିବାର ସହିତ ଚମ୍ପଟ ମାରିଲେ ମହିଳା
ବାରିପଦା / ଦିଲ୍ଲୀପ ମହାନ୍ତି : ଗ୍ରୁପ ଋଣ ପରିରିଶୋଧ ନାମରେ ଅଭିନବ ଉପାୟରେ ଏକ କୋଟିରୁ ଅଧିକ ଟଙ୍କା ଠକି ପରିବାର ସହ ଫେରାର ହୋଇଯାଇଛନ୍ତି ମହିଳା । ଏହି ଠକେଇକୁ ନେଇ ଆଜି ବାରିପଦା ଟାଉନ ଥାନାରେ ଅଭିଯୋଗ ହେବା ପରେ ବାରିପଦା ଟାଉନ ଥାନାରେ କେଶ ନମ୍ବର ୫୯୨/୨୭.୦୬.୨୦୨୧ରେ ଏକ ମାମଲା…