୪୨ମୌଜାରେ ମୃତ ଯୁବକ ଙ୍କ କାରଣ ଅସ୍ପଷ୍ଟ
କଟକ , ତା.୧୫/୪: ବୟାଳିଶ ମୌଜା ସ୍ଥିତ ବ୍ରହ୍ମପୁର ପଞ୍ଚାୟତ କାର୍ଯ୍ୟାଳୟ ନିକଟ ମୁଖ୍ୟ ରାସ୍ତା କଡ଼ରୁ ସକାଳୁ ଏକ ମୃତଦେହ ପଡ଼ିଥିବା ନେଇ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ୪୨ ମୌଜା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ମୃତକ ଜଣକ ଏକ ମାଲବାହୀ ପିକଅପ୍ ଗାଡ଼ି ତଳେ ମୁଁହ ମାଡ଼ି…