( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ବ୍ରହ୍ମପୁର ପଲ୍ଲୀ ଅଞ୍ଚଳରେ ଦୁଇ ଭଡାଟିଆ ଲୋକଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ବଚସା ଓ ଧସ୍ତାଧସ୍ତି ହୋଇଥିଲା। କିନ୍ତୁ ଘଟଣା ଉଗ୍ରରୂପ ଧାରଣ କରି ବାବୁ ବେହେରା ନାମକ ଜଣେ ଯୁବକ ନିରଞ୍ଜନ ସେଠୀ ନାମକ ଅନ୍ୟ ଜଣେ ଯୁବକ କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଗୁରୁତର ନିରଞ୍ଜନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଆକ୍ରମଣକାରୀ ବାବୁ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
Sign in
Sign in
Recover your password.
A password will be e-mailed to you.
Prev Post