ପଂଚାୟତ ଓ ବ୍ଲକରେ କର୍ମଚାରୀଙ୍କଘୋର ଅଭାବ, ‘ସଉଦା ଅଛି, ରୋଷେଇଆ ନାହିଁ’ : ସମୀର ମହାନ୍ତି

ମୋଦି ପଠାଇଥିବା ଅର୍ଥ ପଂଚାୟତରେ ଅଛି, ମାତ୍ର ଖର୍ଚ୍ଚ ହୋଇପାରୁନାହିଁ  ଭୁବନେଶ୍ୱର,(ଶାସକ ପ୍ରଶାସକ) :ଆଜି ରାଜ୍ୟ ସରକାର ପଂଚାୟତରାଜ ଦିବସକୁ ବହୁ ଆଡମ୍ବର ଭାବେ ପାଳନ କରିବାର ଦୃଶ୍ୟ ଦେଖିବାକୁ ମିଳିଛି । ରାଜ୍ୟର ଗ୍ରାମାଂଚଳର ବିକାଶ ପାଇଁ ପଂଚାୟତରାଜ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା…

କଣ୍ଟାବାଞ୍ଜିରେ ବିଜେଡ଼ି ପକ୍ଷରୁ ବିଜୁବାବୁଙ୍କ୧୦୫ତମ ଜନ୍ମ ଜୟନ୍ତୀ ପାଳନ।

କଣ୍ଟାବାଞ୍ଜି:(ଚୁଡାମଣି ସୁନା) କଣ୍ଟାବାଞ୍ଜି ଠାରେ ବିଜେଡ଼ି ପକ୍ଷରୁ ବିଜୁବାବୁଙ୍କ ୧୦୫ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।ଅଜୟ ଦାସଙ୍କ ନେତୃତ୍ୱ ପ୍ରଥମେ ବିଜୁବାବୁଙ୍କ ପ୍ରତିମୃତ୍ତି ରେ ପୁଷ୍ପମାଲ୍ୟ  ଅର୍ପଣ କରା ଯାଇଥିଲା | ଏ ଉପଲକ୍ଷେ ଆୟୋଜିତ ସଭାରେ   ବିଜୁବାବୁଙ୍କ ସଚ୍ଚୋଟ ଏବଂ ସରଳ…

140 ଅବସରପ୍ରାପ୍ତ ରେଳବାଇ କର୍ମଚାରୀଙ୍କୁ କୋଭିଡ ଟୀକା

ଭୁବନେଶ୍ୱର(ଶାସକ ପ୍ରଶାସକ): ଆଜି ଭୁବନେଶ୍ୱରର ମଞ୍ଚେଶ୍ୱର ଠାରେ ଥିବା ରେଳବାଇ କେନ୍ଦ୍ରୀୟ ଚିକିତ୍ସାଳୟରେ ପ୍ରାୟ 140 ଜଣ ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କୁ କୋଭିଡ ଟୀକା ଦିଆଯାଇଛି। ପୂର୍ବରୁ ପୂର୍ବତଟ ରେଳପଥ ମାର୍ଚ୍ଚ ମାସ ୪ ତାରିଖ ଠାରୁ ରେଳବାଇ କେନ୍ଦ୍ରୀୟ ଚିକିତ୍ସାଳୟରେ ସମସ୍ତ…

ମହଙ୍ଗା ପଡିଲା ଅଦାଲତ ଙ୍କ ନକଲି ଆଦେଶ ଦେବା

ନକଲି ଆଦେଶ ଥାନା ରେ ଦେଇ ଓକିଲ ଗିରଫ। ସମ୍ବଲପୁର ଜିଲ୍ଲା ଯୁଜୁମୁରା ଥାନାରୁ ଜବତ ଗାଡି ବାହାର ବେଳେ ପଡିଲେ ଧରା। ଓକିଲ ବ୍ରଜ ମୋହନ ପ୍ରଧାନ ଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ। ସମ୍ବଲପୁରରୁ ରମାକାନ୍ତ  ବିଶ୍ବାଳ : ସମ୍ବଲପୁର SDJM କୋର୍ଟ ର ନକଲି ଆଦେଶ ଥାନାରେ ଦେଇ…

ଲୋକାର୍ପିତ ହେଲା ୩୦୦୦ ମୋ ସେବା କେନ୍ଦ୍ର ଓ ଓଡିଶା ୱାନ ପୋର୍ଟାଲ 

୮୦୦୦ ଯୁବକ ଯୁବତୀଙ୍କପାଇଁ ଆତ୍ମ ନିଯୁକ୍ତି ସୁଯୋଗ- ମୁଖ୍ୟମନ୍ତ୍ରୀ ଘରପାଖରେ ଲୋକଙ୍କୁ ସେବା ଯୋଗାଇବା ପାଇଁ ଯୁଗାନ୍ତକାରୀ ପଦକ୍ଷେପ  ସେବା ଓ ସମ୍ମାନ ସରକାରଙ୍କର ମୁଳମନ୍ତ୍ର ରାଜ୍ୟର ସବୁ ପଞ୍ଚାୟତରେ ଖୋଲିବ ମୋ ସେବା କେନ୍ଦ୍ର ଭୁବନେଶ୍ବର(ଶାସକ ପ୍ରଶାସକ) : ଆଜି…

ସମ୍ବଲପୁର ରେ ବିଜୁଜୟନ୍ତୀ : ଉଠିଲା ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଉପାଧି ଦାବି

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ - ବିଜୁଜନତା ଦଳ ସମ୍ବଲପୁର ବିଧାନସଭା ମଣ୍ଡଳି ପକ୍ଷରୁ ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ପ୍ରଵାଦପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକ ଙ୍କ ଜୟନ୍ତୀ ପାଲିତ ହୋଇଯାଇଛି । ସମ୍ବଲପୁର ରେମେଡ ଛକ ସ୍ଥିତ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ରେ ସମ୍ବଲପୁର ବିଜେଡି…

ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ 

ଭୁବନେଶ୍ୱର : ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ  କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବ ପାଇଁ ସମସ୍ତଙ୍କୁ ଆହ୍ବାନ ଜଣାଇଛନ୍ତି | ନିଜ ସଜ୍ୱରଦ୍ଧାଞ୍ଚଳୀ  ଜ୍ଞାପନପୂର୍ବକ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ " ପ୍ରବାଦ ପୁରୁଷ…

ଉପଖଣ୍ଡର ବିଭିନ୍ନ ସ୍ଥାନରେ ପଞ୍ଚାୟତିରାଜ ଦିବସ ପାଳନ

ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ସମସ୍ତ ବ୍ଲକରେ ଆଜି ପଞ୍ଚାୟତିରାଜ ଦିବସ ପାଳନ କରାଯାଇଛି । ଉପଖଣ୍ଡ ର ଝାରବନ୍ଧ ପଞ୍ଚାୟତ ସମିତି ସଭାଗୃହରେ ଆୟୋଜିତ ସମାରୋହରେ ଝାରବନ୍ଧ ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ବିଜୟ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ବିଡ଼ିଓ ଶ୍ରୀ ରୁନୁ ଲାକ୍ରା…

ପାରଳାଖେମୁଣ୍ଡିରେ ସ୍ୱାମୀ ମୁକୁନ୍ଦାନନ୍ଦଜୀ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ପାଶ୍ଚାତ୍ୟ ଦେଶ ମାନଙ୍କରେ ବୈଦିକ ସାହିତ୍ୟର ପ୍ରଚାରକ ସଂକୀର୍ତ୍ତନ ଆନ୍ଦୋଳନ ମାଧ୍ୟମରେ ବିଶ୍ୱରେ ଚହଳ ସୃଷ୍ଟି କରିଥବା ଜଗତଗୁରୁ ଶ୍ରୀ କୃପାଳୁ ମହାରାଜାଙ୍କ ଅଦ୍ଵିତୀୟ ପ୍ରଚାରକ ସ୍ୱାମୀ ମୁକୁନ୍ଦା ନନ୍ଦ ଜୀ ପାରଳାଖେମୁଣ୍ଡି ସ୍ଥିତ…

ସଂଗୀତ ଆଲବମ୍‍ “ଝଡ଼ର ଇଗଲ ତୁମେ” ଲୋକାର୍ପିତ 

ଭୁବନେଶ୍ୱର : ବିଜୁ ପଟ୍ଟନାୟକଙ୍କ ଜୀବନୀକୁ ଆଧାର କରି ଚଣ୍ଡିଖୋଲର ବୀଣାପାଣି କଳାପୀଠ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ସଂଗୀତ ଆଲବମ୍‍ “ଝଡ଼ର ଇଗଲ ତୁମେ”  ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏବଂ  ସାଂସଦ ଡ. ଅମର ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି ।…