ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତି ସମାବେଶ 

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲା ସଦର ମହକୁମା ଡାକ୍ତରଖାନା ପରିସରରେ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର ବାର୍ଷିକ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଝାରସୁଗୁଡ଼ା ବିଧାୟକ ତଥା…

‘ଥ୍ରୁ ଦି ଆଇଜ୍ ଅଫ୍ ଆନ୍ ଆର୍ଟିଷ୍ଟ’ ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର

ଚୌଧୁରୀ ଜୟପ୍ରକାଶ ଦାସ ଓ ପ୍ରତିଭା ପଣ୍ଡା ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ ଭୁବନେଶ୍ୱର,(ଶାସକ ପ୍ରଶାସକ) : ପ୍ରଥମ ଥର ପାଇଁ ରାଜ୍ୟର ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା ସୁମା ରିଅଲ୍ ମିଡିଆ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଶୁକ୍ରବାର ଏହି…

ବିଜୁ ଶ୍ରମିକ ସାମୁଖ୍ୟ ପକ୍ଷରୁ ରାଜ୍ୟସ୍ତରୀୟ ଆଶାକର୍ମୀ ସମ୍ମିଳନୀ

ଭୁବନେଶ୍ୱର (ମାନସୀ ମିଶ୍ର) : ଆଜି ଭୁବନେଶ୍ୱର ୟୁନିଟ୍-୬ ଠାରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ଆଶାକର୍ମୀ ମାନଙ୍କର ପ୍ରଥମ ରାଜ୍ୟସ୍ତରୀୟ ସମ୍ମିଳନୀ ପଙ୍କଜିନି ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ରାଜ୍ୟର ୬ଶହ ଆଶାକର୍ମୀ ଏହି ସମ୍ମିଳନୀ ରେ ଯୋଗଦେଇଥିଲେ । ଏହି…

ମହିଳା ଦିବସ ସ୍ବତନ୍ତ୍ର : କୋଭିଡ ଯୋଦ୍ଧା ମନୋରମା, କର୍ତ୍ତବ୍ୟ ଆଗରେ ହାର ମାନିଥିଲା ଅସୁସ୍ଥତା।

ନାରୀ, ନା ସେ ଅବଳା ନା ସେ ଦୁର୍ବଳା । ସେ ଜାଣିଛି ତା ସାମର୍ଥ୍ୟ ଓ ସୀମାରେଖା । ଦିନ ଥିଲା ନାରୀ ତା ପରିଚୟ ପାଇଁ ପ୍ରତିପାଦରେ ସଂଘର୍ଷ କରୁଥିଲା, ହେଲେ ଏବେ ସେ ନିଜ ପାରଦର୍ଶିତା ଓ ଦକ୍ଷତା ବଳରେ ପୁରୁଷଙ୍କ ସମତୁଲ୍ୟ ହୋଇ ଆଗେଇ ଚାଲିଛି । ଏହାର ଜ୍ଜଳନ୍ତ ଉଦାହରଣ ହୋଇ ସମାଜ ପାଇଁ ପ୍ରେରଣା…

ଭବାନୀପାଟଣାଠାରେ ନୂତନ ଜିଲ୍ଲା ଅଦାଲତ କୋଠା ଉଦଘାଟିତ ।

କଳାହାଣ୍ଡି/ତୁଳମଣି ନାଗ(ଶାସକ ପ୍ରଶାସକ): ଆଜି ଓଡିଶା ହାଇକୋର୍ଟର ମୁଖ୍ୟବିଚାରପତି  ଡ଼ଃ. ଏସ, ମୁରଲୀଧରଙ୍କ ଦ୍ଵାରା ଭବାନୀପାଟଣା ଠାରେ ଜିଲ୍ଲା ଜଜ କୋର୍ଟ ର ନୂତନ ଭବ୍ୟ କୋଠା ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଓଡିଶା ହାଇକୋର୍ଟର ବିଚାରପତି ସଂଜୀବ କୁମାର ପାଣିଗ୍ରାହୀ, ଜିଲ୍ଲା ମୁଖ୍ୟ…

ରାଜ୍ୟ ଯୁବକଲ୍ୟାଣ ପରିଷଦ ପକ୍ଷରୁ ବିଜୁ ପଟ୍ଟନାୟକ ଜୟନ୍ତୀ ପାଳିତ

ଭୁବନେଶ୍ୱର(ଶାସକ ପ୍ରଶାସକ) :ମହାନ ଜନନାୟକ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମଦିବସ ରାଜ୍ୟ ଯୁବ କଲ୍ୟାଣ ପରିଷଦ ଦ୍ୱାରା ପାଳିତ ହୋଇଯାଇଛିା ଏହି ଉପଲକ୍ଷେ ୟୁନିଟ୍-୩ ସ୍ଥିତ ବିଜୁ ପଟ୍ଟନାୟକ ଯୁବ କଲ୍ୟାଣ ଭବନରେ ଆୟୋଜିତ…

ବରଗଡ ଜିଲ୍ଲାପାଳଙ୍କ ଉପାନ୍ତ ଅଂଚଳ ଗସ୍ତ

ବରଗଡ :- ବରଗଡ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ରଞ୍ଜନ ପ୍ରଧାନ ଆଜି ସୀମାନ୍ତବର୍ତୀ ଚରଦାପାଲି ପଞ୍ଚାୟତ ର ବିଭିନ୍ନ ଗ୍ରାମ ପରିଦର୍ଶନ କରିଥିଲେ । ଜିଲ୍ଲାପାଳ ପ୍ରଥମେ ପଞ୍ଚାୟତ ର ଗୁଣ୍ଡିଚାଦିହି ଗ୍ରାମକୁ ପହଂଛି ସେଠାରେ ରାଜ୍ୟ ସରକାର ଙ୍କର ଦ୍ୱାରା କାର୍ଯକାରୀ କରାଯାଉଥିବା ବିଭିନ୍ନ ଯୋଜନା…

ପିଏମ କିସାନ : ଅରୁଣ ବୁଝେଇଦେଲା ପରେ ବୁଝିଗଲେ ଧର୍ମେନ୍ଦ୍ର, କେନ୍ଦ୍ରରେ ରହିଛି ବି କେଁ

କେନ୍ଦ୍ର ସ୍ତରରେ ଥିବା ସମସ୍ୟା ଦୂର କରିବାକୁ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଲେଖିଲେ ପତ୍ର , ସମସ୍ୟା ଦୂର କରିବାକୁ  ପ୍ରତିଶ୍ରୁତି ଦେଲେ କେନ୍ଦ୍ର କୃଷିମନ୍ତ୍ରୀ ଭୁବନେଶ୍ୱର (ଗୌରାଙ୍ଗ ଚରଣ ଦାସ) : ପ୍ରଧାନମନ୍ତ୍ରୀ କିସାନ ନିଧି ଯୋଜନାରେ କାହିଁକି ଓଡ଼ିଶାର ଚାଷୀ ବଂଚିତ ହେଉଛନ୍ତି…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପାଇବା ପରେ ତୁରନ୍ତ ପଦକ୍ଷେପ ନେଲେ କେନ୍ଦ୍ର କୃଷି ମନ୍ତ୍ରୀ

ଓଡିଶାର ସମସ୍ତ ଯୋଗ୍ୟ ଚାଷୀ ପିଏମ୍ କିଷାନ ଯୋଜନାର ଲାଭ ପାଇବା ନେଇ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ପ୍ରତିଶ୍ରୁତି - ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର,  – ଓଡ଼ିଶାର ଚାଷୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ…

ବଦଲି ଗ୍ରାମ ପଞ୍ଚାୟତ ରେ ବନ୍ୟପ୍ରାଣୀ ସପ୍ତାହ ଏବଂ ଜଙ୍ଗଲ ନିଆଁ ପ୍ରତିରୋଧ କର୍ମଶାଳା ଆୟୋଜିତ ।

ମାଲକାନଗିରି(ବି ଶ୍ରୀନିବାସ ପାତ୍ର) : ବନବିଭାଗ ତରଫରୁ ପଟେରୁ ସେକ୍ସନ ତଥା ବଦଲି ଗ୍ରାମପଞ୍ଚାୟତରେ ଏକ ବନ୍ୟପ୍ରାଣୀ ସୁରକ୍ଷା  ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ବନାଞ୍ଚଳ ଅଧିକାରୀ ସୁଶାନ୍ତ କୁମାର ଦଳେଇ, ଚିତ୍ରାଙ୍ଗପଲ୍ଲୀ ସରପଞ୍ଚ, ବନପାଳ ଶ୍ରୀ ମୁରଲୀଧର…