ଚମାରକେରା ଉପସ୍ୱାସ୍ଥ୍ୟ କେନ୍ଦ୍ର ପାଲଟିଛି ଭୂତକୋଠି

0

ପୁରୀ: ସ୍ଵାସ୍ଥ୍ୟକେନ୍ଦ୍ର ନା ଭୂତକୋଠି ? ଗତ ୨ବର୍ଷ ହେଲା କୌଣସି ସ୍ଵାସ୍ଥ୍ୟକର୍ମୀଙ୍କ ପାଦ ପଡିନାହିଁ । ୨୦୧୯ରେ ତିଆରି ହୋଇଥିବା ବାସୁଦେବପୁର ପଞ୍ଚାୟତ ଅଧିନସ୍ଥ ଚମାରକେରା ଉପସ୍ୱାସ୍ଥ୍ୟ କେନ୍ଦ୍ର ଏବେ ଜରାଜୀର୍ଣ୍ଣ । ନଜର ପକାନ୍ତୁ ଏହି ଭିଡିଓ ଉପରେ । ଏହାକୁ  ଉପସ୍ୱାସ୍ଥ୍ୟ କେନ୍ଦ୍ର ବୋଲି କହିବା ନା ଆଉ କଣ ତାହା ସ୍ୱାସ୍ଥ୍ୟ ବିଭାଗ ବିଚାର କରିବେ | 

Leave A Reply

Your email address will not be published.